Education

କାଳ ଚରଣ ପଟ୍ଟନାୟକ ଆଧାର କାଡରୁ ବଞ୍ଚିତ ଭିନ୍ନକ୍ଷମ

ବୈ ପାରି ଗୁ ଡା-୯।୬ : ବୈପାରିଗୁଡା ବ୍ଲକରେ ଅନେକ ଭିନ୍ନକ୍ଷମ ରହିଛନ୍ତି, ଯେଉଁ ମାନେ ଶତକଡା ୮୦ ପ୍ରତିଶତ ଭିନ୍ନକ୍ଷମ ଅଛନ୍ତି। ସେମାନଙ୍କ ଆଧାର କାର୍ଡ କରିବା ପାଇଁ ବିଭିନ୍ନ ସମସ୍ୟା ଉପୁଜୁଥିବା ଦେଖାଯାଉଛି। କାରଣ । ସେମାନଙ୍କର କାହାର ଆଙ୍ଗୁଠି ମୁଦ୍ରଣ ଚିହ୍ନଟ ହେଉନଥିବା ବେଳେ କାହାର ଆଖୂର ପରିକ୍ଷଣ ହେଉ ନାହିଁ, ଯାହା ଦ୍ଵାରା ଆଧାର କାର୍ଡ କରିବା ବିଫଳ ହୋଇଯାଉଛି। ଫଳରେ ବୈପାରିଗୁଡାର ଭିନ୍ନକ୍ଷମ ମାନେ ସରକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି । ଏହି ଯୋଉ ଭିନ୍ନକ୍ଷମ ମାନଙ୍କୁ ଙ୍କୁ ଅନ୍ତରଦୋୟ ଅ ଯୋଜନାରେ ସାମିଳ କରିବାସହ ୪ ଡିସିମିଲ ଜମିପଟ୍ଟା ପ୍ରଦାନ କରାଯା ଏଥି ନିମନ୍ତେ ଭିନ୍ନକ୍ଷମ ମାନେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଗୁହାରି ଜଣାଇଛନ୍ତି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button