OdishaPolitics

ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକ ପତ୍ର

ନବରଙ୍ଗପୁର, ୯/୬/ : ନବରଙ୍ଗପୁର ଜିଲ୍ଲା କମିଟି ପକ୍ଷରୁ ସି ଟି ଜେନ୍ଟ ନବରଙ୍ଗପୁର ପୌରପାଳିକାର ନୂତନ କାର୍ଯ୍ୟ ।ର୍ଯ୍ୟନିର୍ବାହୀ ଅଧୂକାରୀ ଅଶୋକ କୁମାର କଣ୍ଠଙ୍କୁ ଭେଟି ପୌରାଞ୍ଚଳ ମସ୍ୟାକୁ Îରାଞ୍ଚଳର ବିଭିନ୍ନ ସମସ ନେଇ ଅବଗତ କରାଯାଇଥ୍ ରଥୁଲା ଏଂ ସଭାପତି ଜଗନ୍ନାଥ ମହାପାତ୍ରଙ୍କ ନେତୃତ୍ବ ତୃତ୍ୱରେ ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ତ୍ର ପ୍ରଦାନ କରିଥିଲେ ।

ଏହି ସ୍ମାରକ ସ୍ମାରକ ପତ୍ର ଗ୍ରହଣ କରି । ନିର୍ବାହୀ ଅଧିକାରୀ ଗ୍ରା’କର୍ଷ ଏ ସମ୍ପର୍କରେ ଅନୁଧ୍ୟାନ କରି ବୋଲି କମି ଟି କୁ ପ୍ର ତି ଶ୍ରୁ ତି ଦେଇଥିଲେ । ଏହି ପ୍ରତିନିଧ୍ ଦଳରେ ଅ ଅନ୍ୟ ମାନଙ୍କ ମଧ୍ୟରେ କମିଟର ସହ ଆବାହକ ପ୍ରଦୀପ ସାହୁ, ଯୁଗ୍ମ ସମ୍ପାଦକ କିଶୋର ପଟ୍ଟନାୟକ, କୋଷାଧ୍ଯକ୍ଷ ଶ୍ରୀନିବାସ ପାତ୍ର, କାର୍ଯ୍ୟ କାରିଣୀ ସଦସ୍ୟ ସ୍ୱର୍ଣ୍ଣ ଲତା ପଟ୍ଟନାୟକ, କିଶୋରୀ ପଟ୍ଟନୟକ, ଜଗନ୍ନାଥ ବାଘେ, ଶରତ ଦାଶ, ବିବେକା ନନ୍ଦ ପଣ୍ଡା, ସାଜାଦ ଅଲ୍ଲୀ ଖାନ୍ ଙ୍କ ସମେତ ନବ ର ଙ୍ଗ ପୁର ଓକିଲ ସଂଘ ସଭାପତି ସିରାଜ ଉ ଦ୍ଦି ନ ଅ ହମ୍ମଦ ପ୍ର ମୁ ଖ

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button