EntertainmentOdishaPolitics

ଝରୀଗାଁ ବନବିଭାଗ ଦ୍ବାରା ୪୦ କଇଁଛ ଉଦ୍ଧାର

ଝରୀଗାଁ, ୦୯/୦୬ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ର ଚକଲକ୍ଷପଦାର ପଞ୍ଚାୟତ କଂଗ୍ରା ସେକ୍ସନ ଠାରେ ଉମରକୋଟ ପୂଜାରୀ ଗୁଡା uv-୯ ର ସୁରଜିତ ମଣ୍ଡଳ ବୟସ -୩୧ ମଟର ସାଇକେଲ ନମ୍ବର – ୦୪ ZJ ୨୨୯୫ ଜଣେ ଜୀବନ୍ତ କଇଁଛ ନେଉଥିବାବେଳେ ବନଭିବାଗ ଟିମ ହାତରେ ଧରାପଡିଛି। ୪୦ ଟି ବିରଳ କଇଁଛ ଉଦ୍ଧାର କରି ସୁରଜିତକୁ ଗିରଫ କରିଛି ବନ ଭିବାଗ। ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସୂଚନା ପ୍ରକାରେ ସୀମାନ୍ତ ଜିଲ୍ଲା କଳାହାଣ୍ଡି ଜିଲ୍ଲାର ଲୋଡୁଗାଁ ଗ୍ରାମରୁ କଇଁଛ ଋଲାଣ ହେଉଥିବା ନେଇ ବିଶେଷ ଶଷ ସୂତ୍ରରୁ ସୂତ୍ର ଖବର ପାଇ ଗତ ରାତି ୮ ଟାରେ ଟାରେ ଫରେଷ୍ଟର ଅମିତ କୁମାର ଦାସ, ବିଷମ ପୂଜାରୀ, ରୀ, ଗଣପତି ଭତରା

ସହ ୱାଇଲଡ଼ ଲାଇପ ସ୍ଫୁର୍ଡ ଧରିବାରେ ସଫଳ ହେଇଛନ୍ତି। ଆଜି ସୁରଜିତ ମଣ୍ଡଳକୁ କୋର୍ଟ ଋଲାଣ କରାଯାଇଥିବାବେଳ, ଜବତ ଜୀବନ୍ତ କଇଁଛ କୁ ଝରୀଗାଁ ସ୍ଥିତ ସେଣ୍ଟ୍ରାଲ ନର୍ସରୀ ଠାରେ ରଖାଯାଇଛି। କଇଁଛ ଗୁଡିକ ଉମରକୋଟ ଅଞ୍ଚଳରେ ବିକ୍ରି ପାଇଁ ନେଉଥିବା ସ୍ଵୀକାର କରିଥିବା ସୂଚନା ଦେଇଛନ୍ତି। ଶତାଧୂକ ସଂଖ୍ୟାରେ କଳାହାଣ୍ଡି ଅଞ୍ଚଳ ରୁ ଲକ୍ଷାଧିକ ଟଙ୍କାରେ କଇଁଛ ଋଲାଣ ହେଉଥିବା ବେଳେ ଏହା ପଛରେ କୌଣସି ଏକ ରାକେଟ ସାମିଲ ଥିବା ସନ୍ଦେହ କରି ବିଭାଗ ଏହାର ତୃଣ ମୂଳ ସ୍ତରରେ ତଦନ୍ତ ପ୍ର ପ୍ରକ୍ରିୟା ଜାରି ରଖୁଥୁବା ରେଞ୍ଜର ଗୋବିନ୍ଦ ନାୟକ ନିଜ ପ୍ରତିକ୍ରିୟାରେ କଇଛନ୍ତି ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button