BusinessOdishaPolitics

ତେନ୍ତୁଳୀଖୁଣ୍ଟି ବ୍ଲକ ର ୬ ସ୍ଥାନ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆୟୋଜିତ

ତେନ୍ତୁ ଳୀଖୁଣ୍ଟି ୧୦/୦୬: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କୃଷି ଅଧିକାରୀ ବରୁଣ ଧାନ ଫୁଲ , ଜିଲ୍ଲା ଗ୍ରୁପ ହୋଇ ବ୍ଲକ ର ୬ ଟି ସ୍ଥାନ ରେ ପ୍ରଯ୍ୟାୟ କ୍ରମେ ତଥା କୁଜା ଯାନିଗୁଡା, ପୂଜାରୀ ଗୁଡା, ମେରେଇ, ଖାତି ଗୁଡା,

ମୁଖ୍ୟ କୃଷି କାର୍ଯ୍ୟାଳୟ ଡ଼ିପିଓ ସିଦ୍ଧାର୍ଥ ପରିଡା ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ, ବିହନ ନିରକ୍ଷକ ଅମିତ ମଲ୍ଲିକ, ବୈଜ୍ଞାନିକ ଡ଼କ୍ଟର ଶଶାଙ୍କ ଲେଙ୍କା,କୃଷି ଇଞ୍ଜିନିଅର ସ୍ବାଗତିକା ମଲ୍ଲିକ, ଡକ୍ଟର ପରିତୋଷ ମୁର୍ମୁ,, ବୈଜ୍ଞାନିକ ଡକ୍ଟର ଅନିର୍ବାଣ ପାଲ, ଡକ୍ଟର ନୀତିଶ ଚନ୍ଦନ, ବିଜେପି ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ ପ୍ରମୁଖ ଓ ଏଟିଏମ ବାଳ ଗୋବିନ୍ଦ ସାହୁ ଉକ୍ତ କାର୍ଯ୍ୟକ୍ରମ ସହଯୋଗ କରିଥିଲେକ୍ଷ ୩ଟି

ମଞ୍ଚଗା, ଡମୁଗୁ ଗୁଡା, ପ୍ରମୁଖ କୃଷକ ମାନଙ୍କୁ ସ ଚେତନା ଓ ପରାମର୍ଶ ସର ସରକାରଙ୍କ ପ୍ରଦତ୍ତ ବିଭିନ୍ନ ଯୋଜନା ସାମିଲ ହୋଇ ଲାଭ ଉଠେଇବାକୁ ପରାମର୍ଶ ଦେଇ ଦେଇଥିଲେ କ୍ଷ ଖରିଫ ଫସଲର ସଦ୍ୟତମ ସୂଚନା, ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ଓ ଚାଷ ସହ ଗୋପାଳନ କୁକୁଡ଼ା, ଛେଳି ଇତ୍ୟାଦି ପାଳନ ପାଇଁ ସରକାର ଙ୍କ ଅର୍ଥ ସାହାଯ୍ୟ ଉପଯୋଗ ସହ ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି ଅଧୂକରୁ ଅଧିକ ଲାଭ କରି ସ୍ଵାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button