EducationHealthOdishaPolitics

ସୁନାବେଡାରେ ସୁଭଦ୍ରା ଶକ୍ତି ପ୍ରତିଯୋଗିତାରେ ମହିଳାମାନଙ୍କ ଦବଦବା, ପାରମ୍ପରିକ ଖାଦ୍ୟର ଝଲକ ପ୍ରଦର୍ଶିତ

ସୁନାବେଡା ୦୯/୬ (ଇମିସ): ଆଜି ସୁନାବେଡା ମ୍ୟୁନିସିପାଲିଟିର ମହିଳାମାନେ ଦ୍ୱାରା ଏକ ବିଶେଷ ଅନୁଭବ ଦେଖାଯାଇଛି, ଯେଉଁଠି “ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା”ରେ ଶତାଧିକ ମହିଳା ଆଗ୍ରହୀ ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ସେମାନେ ନିଜ-ନିଜ ଗୃହପାଳିତ ପାରମ୍ପରିକ ଖାଦ୍ୟର ବିଭିନ୍ନ ପ୍ରକାର ପ୍ରସ୍ତୁତି ମାଧ୍ୟମରେ ଦେଶୀ ସଂସ୍କୃତିକୁ ପୁନଃ ଉଜାଗର କରିଥିଲେ।
ଏହି ଅବସରରେ ମହିଳାମାନେ ମାତ୍ର ଖାଦ୍ୟ ପ୍ରସ୍ତୁତି ନୁହେଁ, ବରଂ ନିଜର ସ୍ୱାଭିମାନ ଓ କୌଶଳକୁ ଦେଖାଇଥିଲେ। ସମ୍ପୂର୍ଣ୍ଣ ଅନୁଷ୍ଠାନ ଜୁବନା ସମ୍ବେଦନାରେ ଭରିଥିଲା।


ସିଡିପିଓ ସୁନାବେଡା ନଳିନୀ ବେହେରା ଭଉଣୀ ଓ ସନ୍ଧ୍ୟା ନାନୀଙ୍କ ସହଯୋଗ ଓ ପ୍ରେରଣା ଦ୍ୱାରା ଏହି କାର୍ଯ୍ୟକ୍ରମ ଆଧିକ ଆକର୍ଷଣିୟ ହୋଇଥିଲା। ସେମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ସ୍ଥାନୀୟ ଲୋକେ ଅଭିନନ୍ଦନ ଜଣାଇଛନ୍ତି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button