ଜଙ୍ଗଲ ଜମିରେ ବନୀକରଣକୁ ଗ୍ରାମବାସୀଙ୍କ ବିରୋଧ

ପାପଡାହାଣ୍ଡି, ୮/୬ : ନବରଙ୍ଗପୁର “ପୁର ଜିଲା ପାପଡାହାଣ୍ଡି ବନ ବିଭାଗ ମୁଣ୍ଡାଗୁଡା ସଂରକ୍ଷିତ ଜଙ୍ଗଲର କାଙ୍ଗମାଝୀଗୁଡା ଜଙ୍ଗଲରେ ନୂତନ ବନୀକରଣକୁ ରବି ରବିବାର ଗ୍ରାମବାସୀ ବିରୋଧ ରିଥିଲେ। ଜଙ୍ଗଲ ଜମିରେ ଚାଷ ନ କରିବାକୁ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ମନା କରଯାଇଥିଲା, କିନ୍ତୁ ଗତବର୍ଷ ଚାଷ ପାଇ ପ୍ରସ୍ତୁତି ସରିଛି । ତେଣୁ ଏହି ବର୍ଷ ଚାଷ ପରେ ଆମେ ଆସନ୍ତା ବର୍ଷ ଛାଡିଦେବୁ ବୋଲି କହି ଗ୍ରାମବାସୀ ହୋହାଲ୍ଲା କରିଥିଲେ । ଏ ନେଇ
ମୁଣ୍ଡାଗୁଡା ଆରଏଫ ଜଙ୍ଗଲର କାଙ୍ଗମାଝୀଗୁଡା ଜଙ୍ଗଲ ଜମିରେ ଦୀର୍ଘ ୨୦ ବର୍ଷ ହେଲା ଗ୍ରାମବାସୀ ଚାଷ କରୁଥିଲେ। ଗତ ବର୍ଷ ବନ ବିଭାଗ ସର୍ଭେ ପରେ ଏହି ୨୦ ଏକର ଜମିରେ ନୂତନ ବନୀକରଣ କରିବାକୁ ଉପରିସ୍ଥ ଅଧିକାରୀଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଗତ ବର୍ଷ ଏହି ସ୍ଥାନରେ ବନୀକରଣ ପାଇଁ ଯୋଜନା ହୋଇଥିଲା । ଗ୍ରାମବାସୀକୁ ଜଙ୍ଗଲ ଜମିରେ ଚାଷ ନ କରିବାକୁ ମଧ୍ୟ ମନା କରଯାଇଥିଲା । କିନ୍ତୁ ଗତବର୍ଷ ଚାଷ ପାଇ
କାମ ବନ୍ଦ ପ୍ରସ୍ତୁତି ସରିଛି, ତେଣୁ ଚଳିତ ବର୍ଷ ଚାଷ ପରେ ଆମେ ଆସନ୍ତା ବର୍ଷ ଛାଡିଦେବୁ ବୋଲି ଗ୍ରାମବାସୀ ନିବେଦନ କରିଥିଲେ। କା କରିବାକୁ କହିଥିଲେ। ରେଞ୍ଜର ଗୋପୀନାଥ ସାହୁଙ୍କ ନେତୃତ୍ୱରେରେ ଫରେଷ୍ଟର ଗୋବିନ୍ଦ ନାୟକ ଓ ବନ ବିଭାଗ ଟିମ୍ ଏବଂ ସରପଞ୍ଚଙ୍କ ପ୍ରତି ପ୍ରତିନିଧ୍ ଲକ୍ଷଣ ଭିତରା ପହଞ୍ଚ୍ ଗ୍ରାମବାସୀଙ୍କୁ ବୁଝେଇଥିଲେ। ଏହି ଜଙ୍ଗଲ ଜମିରେ ୨୪ ହଜାରରୁ ดจ์ ଚାରାରୋପଣ କରାଯିବ। ଏଥିରେ ଗ୍ରାମବାସୀ କାମ କରିବେ, ଗଛ ବଢ଼ିବା ପ ପରେ ଫଳ, ଜଙ୍ଗଳ ଦ୍ରବ୍ୟ ପାଇବା ସହ ଗ୍ରାମବାସୀ ସୀ ଉପକୃତ ହେବେ। ଏହା ସରକାରଙ୍କ ନିର୍ଦେ ନିର୍ଦେଶ ବୋଲି ଗ୍ରାମବାସୀଙ୍କୁ ବୁଝେଇବା ପରେ ଗ୍ରାମବାସୀ ରାଜି ହୋଇଥିଲେ। ସୋମବାର ରଠାରୁ ନୂତନ ବନିକରଣ ପାଇଁ କାମ ଆ ଆରମ୍ଭକରାଯିବ, ଏହି କାମରେ କାଙ୍ଗମା ଙ୍ଗମାଝୀଗୁଡା ଗ୍ରାମବାସୀ ନିୟୋଜତ ହେବେ ବୋଲି ବନ ବିଭାଗ ତରଫରୁ ସୂଚ ସୂଚନା ମିଳିଛି । ଏହି ୨୦ ଏକର ସ୍ଥାନରେ ୨୪ ହଜାର ଗଛ ଲାଗିବା ସହ ଚତୁଃପାର୍ଶ୍ଵରେ ତାର ବାଡ଼ ସହ ଗଛ ବଢ଼ିବା ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ବନ ବିଭାଗ ଅଧିକାରୀ ହସ୍ତକ୍ଷେପ ପରେ ଗ୍ରାମବାସୀ ବୁଝିଥିଲେ ।
ବନ ବିଭାଗ କର୍ମଚାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି।