
ନବରଙ୍ଗପୁର ୦୯/୦୬:ଡାବୁଗାଁରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ବହୁଦିନରୁ ବନ୍ଦ ହୋଇଯାଇଛି। ଫଳରେ ଲକ୍ଷାଧୂ ।ଧୂକ ଟଙ୍କା ବ୍ୟୟରେ ନିର୍ମିତ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ବର୍ତ୍ତମାନ ମଦୁଆଙ୍କ ଆଡା ପାଲିଟିଛି। ୨୦୧୮ ଜୁଲାଇ ମାସରେ ବିଜେଡି ସରକାର ସମୟରେ ରାଜ୍ୟର ପ୍ରତି ଜିଳ୍ପ ଜିଲ୍ଲାରେ ଗୋଟିଏ ଲେଖାଏଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଖୋଲା ଯାଇଥିଲା । ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଦୂର ଯାତାୟାତ କରୁଥିବା ଯାତ୍ରୀମାନେ ସ୍ଵଳ୍ପ ସମୟ ରହି ପାଇଁ ବିଭିନ୍ନ ସୁବିଧା ପାଉଥିଲେ। ଯାତ୍ରୀମାନଙ୍କ ପାଇଁ ଶୌଚାଳୟ, ୱାସ୍ মুগ, ପୁରା ସପରିବାର ବସିବା ପାଇଁ ସୁବିଧା, କାର୍ ଏବଂ ବାଇକ୍ ପାଙ୍କି ସୁବିଧା ରହିଥିଲା। ଏଥିସହ ଭିନ୍ନକ୍ଷମମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ସୁବିଧା କରାଯା ଫଳରେ ଦୂରକୁ ଯାତ୍ରା କରୁଥିବା ଯାତ୍ରୀମାନେ କିଛି ସମୟ ଆରାମ ନେବା ପରେ ପୁଣି ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରୁଥିଲେ। ପୂର୍ତ୍ତ ବିଭାଗ ଦ୍ଵାରା ପରିଚାଳିତ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ବର୍ତ୍ତମାନ ରକ୍ଷଣା କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବ ରୁ ଓଲଡା ହୋଇ ପଡିଛି ।