
ନବରଙ୍ଗପୁର ୭/୬: ସଦର ମହକୁମା ତହସିଲ କାର୍ଯ୍ୟାଳ ଳୟ ପାର୍ଶ୍ବ ସ୍ଥିତ ବ୍ରିଟିଶ ଅମଳର ୧୯୩୨ ମସିହାରେ ସ୍ଥାପିତ ବ୍ରିଟିଶ୍ ଜେଲର ଜରାଜୀନ୍ନ ଅବସ୍ଥାରେ ପଡି ରହିଛି । ଏହି ଜେଲକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ କରିବା ଏହାର ରକ୍ଷଣା ବେକ୍ଷଣା କରିବାକୁ ବହୁ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଏ ଯାଏଁ କାହାରି ନି ଘା ନାହିଁ । ଗତ ସହୀଦ ଦିବସରେ ଏହି ଜେଲର ପୁନଃ ଉଦ୍ଧାର ପାଇଁ ସ୍ଵାଧୀନତା ସଂଗ୍ରାମୀ ପରି ବାର ଦାୟଦମାନେ ମୁଖ୍ୟ ରାସ୍ତାରେ ରେ ଭିକ୍ଷା ମାଗିବା ଘଟଣା ସମସ୍ତଙ୍କୁ ବିଚଳିତ କରିଥିଲା । ଏହି ଘଟଣା ସମୟରେ ଖୋଦ୍ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଉପସ୍ଥିତ ରହି ଅଙ୍ଗେ ନିଭେଇ ଥିଲେ ହେଁ ଏପର୍ଯ୍ୟନ୍ତ ଜେଲ ପୂନଃ । ଉଦ୍ଧାର ପାଇଁ କୌଣସି
ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଜେଲ କାନ୍ଥ ଫାଟି ଆଁ କରିବା ସହ କାନ୍ଥରେ ବିଭିନ୍ନ ବୃକ୍ଷ ଜନ୍ମ ନେଇ ସାରିଲେଣି । ଏହି ଜେଲ ପାଇଁ ବି ଭି ନ୍ନ ସମୟରେ ସହରବାସୀନ୍ଦା ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ କିଛି ସୁଫଳ ମିଳି ପାରି ନାହିଁ । ଏହି ପରୀପ୍ରେକ୍ଷୀରେ ସାଧନତା ସଂଗ୍ରାମୀ ଶହୀଦ ସ୍ମୃତି ସଂସଦ, ଓଡିଶା କାର୍ଯ୍ୟକାରୀ ସଭାପତି ତଥା ଆଦୀବାସୀ ସହୀଦ ସାଂସ୍କୃତିକ ସ୍ମୃତି କେନ୍ଦ୍ରର ଜିଲ୍ଲା ସଭାପତି ମୁନା ତ୍ରିପାଠୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିବା ଅନୁଯାୟୀ, ९०४१ ମସିହାରେ ଭାରତ ଛାଡ ଆନ୍ଦୋଳନ ସମୟରେ ଆତ୍ମବଳିଦାନ ଦେଇଥୁବାର ପୀଠ ସ୍ଥଳୀ ହେଉଛି ଏହି ଜେଲ । ଏହି ଜେଲ ରେ ୮ ଜଣ ସହୀଦ ହୋଇଥିଲେ । ୪ ଜଣ ଶହୀଦଙ୍କ ମର ଶରୀରକୁ ଜେଲ ମଧ୍ଯରେ ହିଁ
ପୋତି ଦିଆଯାଇଥିଲା । ଜେଲରେ ସ୍ବାଧୀନତା ସଂଗ୍ରାମରେ ନେତୃତ୍ବ ନେଉଥିବା ସ୍ଥାନୀୟ ବ୍ୟକ୍ତି 68 ସଦାଶିବ ତ୍ରିପାଠୀ, ମହମ୍ମଦ ବାଜି, ଜଗନ୍ନାଥ ତ୍ରୀପାଠୀ, ବଗା ଗା ପୂଜାରୀ, ପୂ ସନ୍ଥ ମାଝୀ, ନିରୁ ହରିଜନ ଏଭଳି ଏଭଳି ୨୫୦ ଜଣ ସ୍ଵାଧୀନତା ସଂଗ୍ରାମୀ ମାନେ ରହିଥିଲେ । ? ଆଗାମୀ ଗାନ୍ଧ ଗାନ୍ଧୀ
ଜୟନ୍ତୀ ମଧ୍ୟରେ ଏହି ଏହି ଜେଲର ପୁନଃ ଉଦ୍ଧା ସହ ଜାଦୀୟ ସ୍ମାରକୀର ମାନ୍ୟତା ଘୋଷଣା କରାନ କରାନଗଲେ ସଂଗ୍ରାମୀ ପରିବାର ପକ୍ଷରୁ ଜେଲକୁ ଜବରଦଖଲ କ ସ୍ୱତଃ ତଃ ପ୍ରଭୃତ ଭାବରେ ପୁଷ୍ପ ପୁନଃ ଉଦ୍ଧାର କରାଯିବ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି ।