
ମୈଦଲପୁର, ୭/୬ : ଅସ୍ତିତ୍ବ ହରାଉଛି ୨୦୦ ବର୍ଷର ପୁରୁଣା ଐତିହାସିକ ରାଣୀ ସାଗର | ରାଜା ଅମଳରେ ଖନନ ହୋଇଥିବା ଏହି ରାଣୀ ସାଗର ପ୍ରଶାସନର ଆନ୍ତରିକତା ଅଭାବରୁ ଅସ୍ତିତ୍ବ
ପୁନରୁଦ୍ଧାର ଦାବି କଲେ ଅଞ୍ଚଳବାସୀ
ହରାଇବାକୁ ବସି ବସିଛି। ଦୀର୍ଘଦିନର ସ୍ମୃତି ଏବେ ପତନ ହେବାକୁ ବସିଲାଣି । ପ୍ରଶାସନ ତରଫରୁ ଗ୍ରାମାଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଏହି ରାଣୀ ସାଗର ପ୍ରତି ଅଣଦେଖା କରାଯାଉଛି। ପୂର୍ବରୁ ଏହି ସାଗରରେ ପଦ୍ମଫୁଲ ଫୁଟୁଥିବା ଦେଖିବାକୁ ମିଳୁଥିଲା । ଏହା ଲୋକଙ୍କ ବେଶ ମଦ ମୋହି ନେଉଥିଲାI
ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡ଼ା ପଡ଼ାହାଣ୍ଡି ବ୍ଲକ । ମୈଦଲପୁଟ ପୁର ସାପ୍ତାହିକ ବଜାର ନିକଟ ଟରେ ରହିଛି ଏହି ରାଣୀ | ସାଗର | ମୈଦଲପୁର ମିଦଲପୁର ଅଞ୍ଚଳର କେତେକ ବୁଦ୍ଧିଜୀବ ଜୀବୀ କହିବା ପ୍ରକାରେ ୧୭୦୦ ରୁ ୧୮୦୦ ମସିହାରେ ଜୟପୁର ରାଜ ଜା ବିକ୍ରମ ଦେ ଦେବଙ୍କ ରାଣୀ ମୈଦଲପୁର ଲପୁର ହାଟପଦା ଠାରେ ରାଣୀ ସାଗର ଖୋଳାଇ ର ଖୋଳାଇଛନ୍ତି । ବ୍ରିଟିଶ ମାନ ମାନଙ୍କ ଅମଳରେ ଏହି ରାଣୀ ସାଗର ଦେଖୁବାକୁ ବେଶ ନିଆରା ଓ ପଦ୍ମଫୁଲରେ ଭରପୁର ଥିଲା I ସ୍ଥାନୀୟ ଲୋକେ ଏହି ରାଣୀ ସାଗରର ପାଣି ପିଇ ଜୀବନ
ବିତାଉଥିଲେ I କିନ୍ତୁ ଏବେ ରାଣୀ ସାଗର ମଧ୍ୟରେ ଅନାବନା ଗଛ ଭର୍ତ୍ତି ହୋଇଥିବା ବେଳେ ମଇଳା ଆବର୍ଜନା ମଧ୍ଯ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳିଛି | ୫୦ ବର୍ଷ ତଳେ ଏଠାକାର ପାଣି ବିଶୁଦ୍ଧ ଥିବା ବେଳେ ଆଜି ଦିନରେ ମଇଳା ପାଣି ରହୁଛି| งขอ ଅପ୍ରତି ଦୃଷ୍ଟି ଦେବାକୁ ଜନପ୍ରତିନିଧୂଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀଙ୍କୁ ବାରମ୍ବ ଜଣାଇଲେ ବି ଏହାର ପୁନରୁଦ୍ଧାର ପାଇଁ କେହି ଧ୍ୟାନ ଦେଉନାହାନ୍ତି । ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି।