
ବେହେଡା ୦୮/୦୬ :ନବରଙ୍ଗପୁର ଜିଲ୍ଲା ଦୀର୍ଘ ଚାରି ବର୍ଷ ହେବ ନବରଙ୍ଗପୁର ଜିଲ୍ଲା ଉମର ହଡା ପଞ୍ଚାୟତ ରକୋଟ ବ୍ଲକ ବେହେତ ତାସା ସାପାରା ଗ୍ରାମର କାଶୀନାଥ ହରିଜନ (୩୫)ସେ ପେରାଲାଇସିସ ରଗୋରେ ଆକ୍ରାନ୍ତ ହୋଇ ଘର ଭିତରେ ପଡି ରହି ଅଛନ୍ତି ଶୋଇବା ଜାଗା ଗାରେ ହିଁ ପରିସ୍ରା ପାଇଖାନା କରି ଅତି ରୁ ଅତି ନିଦୌୟନିଅ ଅବସ୍ଥାରେ ଦିନ କାଳତିପାତ କରୁଛନ୍ତି । ପରିବାର କୁନି କୁନି ତିନି ର କହିଲେ ସ୍ତ୍ରୀ ସହ କୁ ପୁଅ ଝିଅ।ସୀଙ୍କୁ ଛାଡି ଦେଲେ ବାକି ସମସ୍ତେ ସ୍ତେ ଉପାର୍ଜନରେ ଅକ୍ଷମ । ସ୍ଵାମୀର ଚିକିତ୍ସା ସ୍ଥା କରୁ କରୁ ତାଙ୍କର ସ୍ତ୍ରୀ ନିସସମ୍ବଳ ହୋଇ ସ୍ଵାମୀଙ୍କ ଧରି ଅତି କଷ୍ଟରେ ଦିନ ଗଣୁଛି । ତାଙ୍କ ସାହାର୍ଯ୍ୟ କରିବା ପାଇଁ ବନ୍ଧୁ ବାନ୍ଧବ ନିଜର ବୋଲି କେହି ନାହାନ୍ତି ।
ସରକାରୀ ସାହାଯ୍ୟ ଅପେକ୍ଷାରେ କାଶୀନାଥ
ସ୍ତ୍ରୀ ଧନମତି ହରିଜନ ନିଜ ଳର ସ୍ଵାମୀର ମୀର ଶାରୀରିକ ଅବସ୍ଥା ବିଷୟରେ ପଞ୍ଚାୟତର ତର ସରପଞ୍ଚକୁ ଅବଗତ କରାଇବା ପରେ କିଛି ସୁଫଳ ପାଇ ପାରିଲେ ନାହିଁ । ବର୍ତ୍ତମାନ ସ୍ତ୍ରୀ ଧନମତି ପଞ୍ଚାୟତର ସରପଞ୍ଚ, ବ୍ଲକ ପଶାସନ ଏବଂ ଜିଲ୍ଲା ପ୍ରଶାସନ ପାଖରେ
ଗୁହାରି ଓ ମିନତୀ କରିଛନ୍ତି । ତାଙ୍କର ଏହି ଦୁର୍ଦିନରେ ସରକାର ଚିକତ୍ସା ପାଇଁ ଆର୍ଥିକ ସହାନୁଭୂତି ଯୋଗାଇ ଦେଲେ ବା ତାଙ୍କର ଚିକିତ୍ସା ପାଇଁ ସୁବ୍ୟବସ୍ଥା କରିଲେ । ସରକାର ଓ ଜିଲ୍ଲା ପ୍ରଶାସନ ପାଖରେ ରଣୀ l