
ନବରଙ୍ଗପୁର, 7/6 ରୋକିବାକୁ
ପରିବେଶ ପ୍ରଦୂଷଣ ସରକାରୀ, ବେସରକାରୀ ସ୍ତରରେ ସବୁଠି ସଚେତନ କରାଯାଉଛି। କିନ୍ତୁ ଏହାର ଫଳ ଶୂନ। ନବରଙ୍ଗପୁର ସହରର ବିଭିନ୍ନ ପୋଖରୀକୁ ଦେଖୁଲେ ଏହା ସହଜରେ ଅନୁମେୟ। ଅଧୂକାଂଶ ପୋଖରୀ ଏବେ ପଲିଥୁନ୍ରେ ଭର୍ତ୍ତି । ନବରଙ୍ଗପୁର ନୂଆବନ୍ଧ ସାହି ପୋଖରୀ ଏହାର ଏକ ଉଦାହରଣ।
ନବରଙ୍ଗପୁର ନୂଆବନ୍ଧ ସହି ଶେଷ ମୁଣ୍ଡରେ ରହିଛି ଏକ ପୁରାତନ ପୋଖରୀ। ବର୍ଷକ ବାରମାସ ପାଣିର ସୁବିଧା ପାଉଛନ୍ତି ପଶୁପକ୍ଷୀ ଓ ଜନସାଧାରଣ। ଆଖପାଖ ଅଞ୍ଚଳରେ ଏହି ପୋଖରୀ ଜଳସ୍ତରକୁ ମଧ୍ଯ
ଚାଉଳ ଓ ଅନ୍ୟ ସାମଗ୍ରୀ ପଲିଥେନ୍ରେ ବାନ୍ଧି ପୋଖରୀରେ ପକାଉଛନ୍ତି। ଫଳରେ ପୋଖରୀ ସାରା ଏବେ ବେ ପଲିଥୁନ୍ ଭାସୁଛି। ପୌରସଂସ୍ଥା ପକ୍ଷରୁ ନିୟମିତ ବ୍ୟବଧାନରେ ଏହାର ରକ୍ଷଣାବେକ୍ଷଣ କରାଯାଉନାହିଁ। ଏହାଦ୍ଵାରା ପୋଖର ପାଣିର ରଙ୍ଗ ବଦଳିବା ସହ ପ୍ରଦୂଷଣ ବଢୁଛି। ପଲିଥୁନ୍ ପାଣିକୁ ପ୍ରଶ୍ନ ପ୍ରଦୂଷିତ କରିବା ସହ ପୋଖରୀ ତଳେ ପଙ୍କରେ ଚାପିହୋଇ ଝର ପାଣି ପ୍ରତି ଅସୁବିଧା କରିବା ଆଶଙ୍କା।