HealthOdisha

ମୃତ୍ୟୁ ପରେ ଶରୀର ଦାନ କରିବେ ଶ୍ରୀନିବାସ

ଏସ୍ଏଲ୍‌ଏନ୍ ଡିନ୍‌ଙ୍କ ନିକଟରେ କଲେ ଆବେଦନ

କୋରାପୁଟ, ୬/୬: ମୃତ୍ୟୁ ପରେ ଶରୀର ଦାନ କରିବେ ମାଲକାନଗିରିର ସମାଜସେବୀ ଶ୍ରୀନିବାସ ଏଥିପାଇଁ କୋରାପୁଟ ଏସ୍ଏନ୍ଏଲ୍ ମେଡିକାଲ କଲେଜର ଡିନ୍ ତା.ସୁଶାନ୍ତ କୁମାର ସାହୁଙ୍କ ନିକଟରେ ଆବେଦନ କରିଛନ୍ତି ଶ୍ରୀନିବାସ ଆବେଦନ ପତ୍ର ସହ ଆଫିଡେଭିଟ୍‌ରେ ନିଜର ମନ୍ଦମତି ପତ୍ର କି ପ୍ରଦାନ କରିଛନ୍ତି।

ମାଲକାନଗିରି କୁମ୍ଭାର ସନ୍ଦିର ଆଉ ଶ୍ରୀନିବାସ ରାଓ ଜଣେ ସମାଜସେବୀ ଭାବେ ଜଣାଶୁଣା। ସେ ଓଡ଼ିଶା ବଳିତ ମମାଜର ପ୍ରତିଷ୍ଠାତା ଦଳିତ ସମାଜର ସଂସ୍କାର ପାଇଁ ସେ ୩୨ଟି ପୁସ୍ତକ ରଚନା କରିଛନ୍ତି ଦଳିତ ବର୍ଗ ସହିତ ବିଭିନ୍ନ ସମାଜର ଉନ୍ନତି ପାଇଁ ସେ କାମ କରିଆସୁଛନ୍ତି ମେଡିକାଲ କଲେଜ ଗୁଡ଼ିକରେ ଡାକ୍ତରୀ ଛାତ୍ରମାନଙ୍କ ପାଇଁ ମୂଡ ଶରୀର ଅଭାଚ ଯାହାଫଳରେ
ki
ଡାକ୍ତରୀ ଛାତ୍ରମାନଙ୍କ ପାଠପଡ଼ା ଓ ଗବେଷଣାରେ ବ୍ୟାଘାତ ସୃଷ୍ଟି କରୁଛି। ମେଡିକାଲ କଲେଜରେ ମୃତ ଶରୀରର

ଅଭାବ ଥିବା ଏବଂ ଶରୀର ଦାନ ପାଇଁ ବାଲେଶ୍ଵର ମେଡିକାଲ କଲେଜର କିଛି ଡାକ୍ତରୀ ଛାତ୍ରଛାତ୍ରୀ ସାମାଜିକ ଗଣମାଧ୍ୟମରେ ନିବେଦନ କରିଥିଲେ।

ବାଲେଶ୍ବର ଭଳି ଉଚ୍ଚ ଶିକ୍ଷିତ ଜିଲ୍ଲାରେ ଯଦି ମୂତ ଶରୀରର ଅଭାବ ରହିଛି ତେଳେ କୋରାପୁଟ ଭଳି ଅନୁନ୍ନତ

ଜିଲ୍ଲାରେ କିପରି ସମସ୍ୟା ରହିଥିବ ସେ ନେଇ ତାଙ୍କ ମନକୁ ଆଲୋଚନ ସୃଷ୍ଟି କରିଥିଲା। ଶରୀର ଦାନ କରିଲେ ସମାଜର ହିତ ପାଇଁ କାମରେ ଲାଗିବ

ତେଣୁ ଅନ୍ୟମାନେ ମଧ୍ୟ ଶରୀର ସହ ଅଙ୍ଗଦାନ ପାଇଁ ଅଗେଇ ଆସିବାକୁ ନିବେଦନ କରିଛନ୍ତି ସେ ଦେଇଥିବା ଆଫିଡେଭିଟ୍‌ରେ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଚନ୍ଦ୍ର ଓ ପୁଅ ଆର୍.କ୍ରାର୍ତ୍ତି ସାଗର ସହମତି ପ୍ରକାଶ କରିଛନ୍ତି। କୋରାପୁଟ ମେଡିକାଲ କଲେଜର ଆନାଟୋମି ବିଭାଗକୁ ନିଜର ମୃତ୍ୟୁ ପରେ ଶରୀରକୁ ଦାନ କରିବେ ବୋଲି କହିଛଢି ଶ୍ରୀନିବାସ ମେଡିକାଲ କଲେଜ ଅଧୀକ୍ଷକ ତଥା ଜିନ୍ ଡା.ସୁଶାନ୍ତ କୁମାର ସାହୁ ଶ୍ରୀନିବାସଙ୍କ ଏପରି ପଦକ୍ଷେପକୁ ପ୍ରଶଂସା କରିବା ସହ ସମାଜର ଅନ୍ୟମାନେ ମୃତ୍ୟୁ ପରେ ଶରୀର ସହ ଅଙ୍ଗଦାନ ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି। ଏହି ଆବେଦନ ପତ୍ର ପ୍ରଦାନ ବେଳେ ଆନାଟୋମି ବିଭାଗର ମୁଖ୍ୟ ତା. ଧର୍ମେନ୍ଦ୍ର କୁମାର, ଶ୍ରୀନିବାସଙ୍କ ସହଯୋଗୀ ସନ୍ତୋଷ କୁମାର ବେହେରା ଓ ବୈକୁଣ୍ଠ ମଣ୍ଡଳ ଉପସ୍ଥିତ ରହିଥିଲେ |

Odisha State News

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button