NationOdishaPolitics

ନବରଙ୍ଗପୁର ବନଖଣ୍ଡ ଦ୍ବାରା ବିଶ୍ୱ ପରିବେଶ ଦିବସ ପାଳିତ

ନବରଙ୍ଗପୁରତା-୫/୬ ଆଜି ସ୍ଥାନୀୟ ଚରକ ବନ ଠାରେ ନବରଙ୍ଗପୁର ପୁର ବନଖଣ୍ଡ ଦ୍ବାରା ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି । ଖଣ୍ଡିୟ ବନ ଅଧିକାରୀ, ନବରଙ୍ଗପୁର ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡି ଏଫ୍ ଓ ( କେନ୍ଦୁପତ୍ର) ଘନଶ୍ୟାମ ମୋହୋନ୍ତୋ, ଡି ଏଫ୍ ଓ ( କାର୍ଯ୍ୟକାରୀ ଯୋଜନା) କୋରାପୁଟ ଧନୁର୍ଜୟ ମହାପାତ୍ର, ଡି এণ, ଓ ଏଫ୍ ଡି ସି ମ ମହମ୍ମଦ ଜାମିଲ, ଡି ଆଇ ପି ଆର୍ ଓ ମନୋଜ କୁମ କୁମାର ବେହେରା, ବନ ସମିତି ଅଧ୍ଯକ୍ଷ ଈଶ୍ବ ସୁରକ୍ଷା ଈଶ୍ୱର ଚନ୍ଦ୍ର ସାବତ ପ୍ରମୁଖ ଅତିଥି ଭାବେ ଯୋଗଦେ ଦେଇ ଥିଲେ।ଅତିଥ୍‌ ଗଣ ନିଜ ବକ୍ତବ୍ୟରେ ଜଳ, 2, ମୃଭିକା, ପରିବେଶ ଓ ଜୈବ ବିବିଧତା । କୁ କୁ ସଂରକ୍ଷଣ କରିବା, ବହୁଳ ପରିମାଣରେ ବୃକ୍ଷ ରୋପଣ, ଗାଁ ଗାଁ ରେ ବନ ସୁରକ୍ଷା ସମିତି ର କାର୍ଯ୍ୟ କୁ ପ୍ରଶଂସା, ପରିବେଶ ସୁରକ୍ଷା ରେ ନିଜର ସ‌ହଭାଗିତା, ପ୍ଲାଷ୍ଟିକ ପ୍ରଦ୍ୟୁଷଣ କୁ ଅନ୍ତ କରିବାରେ ନିଜର ଭୂମିକା ଉପରେ ମତ ଦେଇଥିଲେ। ଚଳିତ ବର୍ଷ ‘ ପ୍ଲାଷ୍ଟିକ ପ୍ରଦ୍ୟୁଷଣ କୁ ଅନ୍ତ କରିବା‘

ବିଷୟ ନେଇ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଛି ।ମାଟି କୁ ରକ୍ଷା ପାଇଁ ପ୍ଲାଷ୍ଟିକ ର ବର୍ଜନ ନିହାତି ଜରୁରୀ ହୋଇପଡିଛି । ।ପ୍ରତ୍ୟେକ ଜିନିଷ କିଣିବା

ର ସୁବ୍ରତ ବେହେରା, ତେନ୍ତୁଳିଖୁଣ୍ଟି ବଗନାଗୁଡ଼ା ର ତପନ ବିଷୋୟୀ, କୋଷଗୁମୁଡ଼ା ମୋଡେଇ ଗାଁ ରଶ୍ରୀମତି ମିନାକ୍ଷୀ ପଟ୍ଟନାୟକ, ଉମରକୋଟ ଗୁଲିପା

ে ଳ ଦୋକାନୀକୁ ନୀକୁ ପଲିଥୁନରେ ଜିନିଷ ଦେବାକୁ ଦେବାକୁ ମନା ମ କରିବା, ନିଜେ ସୂତା କିମ୍ବା ଅଖା ତିଆରି ମୁଣା ମୁଣା ରେ ଜିନିଷ ପତ୍ର ଆଣିବା, କାଚ କିମ୍ବା ଷ୍ଟିଲ ନିର୍ମିତ ପାଣି ବୋତଲ ବ୍ୟବହାର କରିବା, ସର୍ବୋପରି ପ୍ଲାଷ୍ଟିକ ବ୍ୟବହାର ଉପରେ ବିଶେଷ ନି ରୁ ତ୍ସାହ କରିବାକୁ ମତ ପ୍ରକାଶ ପାଇଥିଲା। ବୈଠକ ରେ ଜିଲ୍ଲା ର ୭ଜଣଙ୍କୁ ‘ପ୍ରକୃତିବନ୍ଧୁ ‘୧୦,୦୦୦ ଟଙ୍କା ପୁରସ୍କାର ଏବଂ ପ୍ରମା ମାଣପତ୍ର ପ୍ର ପ୍ରଦାନ କରାଯାଇଥିଲା।ନବରଙ୍ଗପୁର ପଞ୍ଜିଆସାହି

ଟନାର ବିଷ୍ଣୁ ପ୍ରସାଦ ସାହୁ, ରାଇଘର ଛାଦି ଆପଡା ର ନା ନାରାୟଣ ସେଠୀ, ପାପଡ଼ାହାଣ୍ଡି ବତାସର୍ ର୍ ର ନିଧୂ ଭତରା, ଗାଁ କଲରାପଡା ର ଅରାଜ ଜ ସନ୍ତ ‘ପ୍ରକୃତି ବନ୍ଧୁ ‘ପୁରସ୍କାର ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ।ବୈଠକ ପରେ ଚରକବନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସଭାରେ ବି ବିଭିନ୍ନ ପଞ୍ଚାୟତର ବନ ସୁରକ୍ଷା ସମିତି ର କର୍ମକର୍ତ୍ତା, ବନ ବିଭାଗ ର ଅଧୂକାରୀ, ଗଣ ମାଧ୍ୟମ ପ୍ରତିନିଧୂ ଉପସ୍ଥିତ ଥିଲେ।

Odisha State News

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button