NationOdisha

ଫୁଲ ଦେଇ ସଡ଼କ ସୁରକ୍ଷା ସଚେତନତା

ପୋଲିସ କର୍ମଚାରୀ ଜଣେ ଚାଳକଙ୍କୁ ସଚେତନ କରୁଛନ୍ତି।

SAFE DRIVE SAVE LIFE

ଡାବୁଗାଁ, ୫/୬ ନବରଙ୍ଗପୁର ଜିଲା ଡାବୁଗାଁ—ପାପଡାହାଣ୍ଡି ମୁଖ୍ୟ ରାସ୍ତାର ଚାରିଛକରେ ଡାବୁଗାଁ ଥାନା ପକ୍ଷରୁ ଗୁରୁ ଗୁରୁବାର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଇଛି। ହେଲମେଟ ପିନ୍ଧିବା, ଦୁଇ ଚକିଆ ଗାଡ଼ିରେ ୨ ଜଣରୁ ଅଧିକ ନ ବସିବା, ଚାରି ଚକିଆ ଗାଡ଼ିରେ ସିଟ ବେଲ୍ଟ ଲଗାଇବା, ମଦ୍ୟପାନ କିମ୍ବା ମୋବାଇଲ

ଧରି ଗାଡ଼ି ନ ଚଲାଇବାକୁ ଗୋଲାପ ଫୁଲ ଦେଇ ସଚେତନ କରାଯାଇଛି। ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ଚନ୍ଦନ ସାହୁ, ବିକ୍ରମ କିଶୋର ସାହୁ, ଏଏସ୍‌ଆଇ ଗୋପାଳକୃଷ୍ଣ ହାଲୱା, ଚନ୍ଦ୍ରଶେଖର ହଜାରୀ ଓ ସସ୍ମିତା ଦାଶ, ହାବିଲଦାର ଶିବଶଙ୍କର ଭଞ୍ଜ ଏବଂ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

Odisha State News

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button