
ଉମରକୋଟ, 6/6 ନବରଙ୍ଗପୁର ଜିଲାର ଉମରକୋଟ ସହରରେ ଥିବା ୟୁନିୟନ ବ୍ୟାଙ୍କ ଶାଖାରେ ଜଳଛାୟା ପ୍ରକଳ୍ପର ପ୍ରାୟ ୨୩ ଲକ୍ଷ ଟଙ୍କା ସରକାରୀ ଅର୍ଥ ହଡ଼ପ ଘଟଣାରେ ବୁଧବାର ଉମରକୋଟ ଟ ପୋଲିସ ଅଟକ ରଖିଥିବା ଜଣେ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚା ଚାଲାଣ କରିଛି। ଅଭିଯୁକ୍ତ ହେଲେ ଲେ ଗଳାହାଣ୍ଡି ଜିଲା ଜୟପାଟଣା ଅଞ୍ଚଳର ନହେରା। ସେ ପୂର୍ବରୁ କଳ ଶ୍ରୀଧର ବେହେ କଳାହାଣ୍ଡି ଜିଲାରେ ଜଳ ଳଛାୟା ପ୍ରକଳ୍ପ ବିଭାଗରେ କାମ କରୁଥିଲେ।
ଜଳଛାୟା ପ୍ରକଳ୍ପର ୨୩ ଲକ୍ଷ ଟଙ୍କା ହଡ଼ପ ଘଟଣା ଦେଇ ଟଙ୍କା ଉଠେଇ ନେଇ ଆସୁଥିବା ଜଣାପଡ଼ିଛି I ଦୀର୍ଘ ଦିନ ହେଲା ଶ୍ରୀଧର ଟଙ୍କା ଉଠେଇ ଆସୁଥିଲେ। ଜିଲାରେ ଜଳଛାୟା ବିଭ ବିଭାଗ ଅଧିକାରୀମାନେ ଅବଗତ ଥିଲେ କି ନାହିଁ, ଯଦି ଥୁଲେ କାହିଁକି ଝରିଗାଁ ବିଭାଗୀୟ ଅଧିକାରୀମାନେ ଉମରକୋଟ ୟୁନିୟନ୍ ବ୍ୟାଙ୍କକୁ ପୂର୍ବରୁ ଜଣାଇଲେ ନାହିଁ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ବ୍ୟାଙ୍କ କର୍ତ୍ତୃ କର୍ତ୍ତୃପକ୍ଷ ଜଣେ ନକଲି ଅକାର ନାରୀଙ୍କୁ ଏତେ ଟଙ୍କା କିପରି ଦେଲେ ତାହାକୁ ନେଇ ମଧ୍ଯ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବୁଧବାର ଉମରକୋଟ ପୋଲିସ ବ୍ୟାଙ୍କ ଅଧିକାରୀ ଝରିଗାଁ ଜଳଛାୟା ପ୍ରକଳ୍ପ ଅକାରୀଙ୍କୁ ଥାନାକୁ ଡକାଇ ପଚରାଉଚରା କରିଛନ୍ତି। ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବା ଉମରକୋଟ ଥାନାକାରୀ ରମାକାନ୍ତ ସାଏ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ, ଜଳଛାୟା ବିଭାନ ଭାଗର ଯେଉଁ ଯୋଜନାର ଟଙ୍କା ବ୍ୟାଙ୍କରେ ଥୁଳ ବହୁ ବର୍ଷ ହେଲା ସେଗୁଡିକ ଅଚଳ ହୋଇ ପଡ଼ିଥିଲା। ଉକ୍ତ ଯୋଜନାର ଅର୍ଥ ଜଳଛାୟା ଗ୍ରୁପର ସଭାପତି ଓ ସମ୍ପାଦକଙ୍କ ନାମରେ ମିଳିତ ଆକାଉଣ୍ଟରେ ଜମା ହୋଇ ରହୁଥିଲା। ଶ୍ରୀଧର ସଭାପତି ଓ ସମ୍ପାଦକଙ୍କୁ ଧରି ক্যামকু আই কিন্তু ই ଜେଇ RS ବୋଲି ପରିଚୟ ଗିରଫ ଅଭିଯୁକ୍ତ।
Odisha State News