HealthOdishaPolitics

୩ ପାହାଡ଼ ଡେଇଁଲେ ଗାଁ, ଆସିପାରୁନି ଆମ୍ବୁଲାନ୍ସ

ଆସିପାରୁନି ଆମ୍ବୁଲାନ୍ସ ଭାରରେ ବୁହା ହେଲେ ଗର୍ଭବତୀ, ରାସ୍ତାରେ ପ୍ରସଵ

ଜୟପୁର, ୫/୬ : ୩ଟି ପାହାଡ଼ ଡେଇଁଲେ ଗାଁ। ରାସ୍ତା ନଥିବାରୁ ପହ‌ଞ୍ଚି ପାରୁନି ଆମ୍ବୁଲାନ୍ତି । ଏଭଳି ସ୍ଥିତିରେ ଆଜି ଜଣେ ଗର୍ଭବତୀ ଭାଗରେ ବୃହାହୋଇ ଡାକ୍ତରଖାନା ଯିବା ରାସ୍ତାରେ ପ୍ରସବ କରିଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରଣ୍ଡାପାଲ୍ଲୀ ପଞ୍ଚାୟତର ରାମଗଡ଼ ଗାଁ ନିକଟରେ । ଏକ ଶିଶୁପୁତ୍ର ଜନ୍ମ ଦେଇଥିବା ମହିଳା ଜଣଙ୍କ ହେଲେ କେନ୍ଦୁଗୁଡ଼ା ଗାଁର ଗୁରୁକାରୀ ପରଜା । ଶିଶୁ ଜନ୍ମ ନେବାପରେ ଗାଁ ଲୋକେ ପୁଣିଥରେ ସେମାନଙ୍କୁ ଭାରରେ ବୋହି ଗାଁକୁ ନେଇ ଯାଇଛନ୍ତି । ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ପାହାଡ଼ ଉପରେ ରହିଛି କେନ୍ଦୁଗୁଡ଼ା ଗାଁ। ଆଜି ସକାଳେ ପ୍ରସବକାଳୀନ ବେଦନାରେ ଛଟପଟ ହୋଇଥିଲେ ଗୁରୁବାରୀ। ଏ ସମ୍ପର୍କରେ ପରିବାର ଲୋକେ ଆଶାକର୍ମା ସ୍ପର୍ଶକତା ମାଦଳାଙ୍କୁ ଜଣାଇଥିଲେ । ଆମ୍ବୁଲାନ୍ସ ଆସିଦା ଅସମ୍ମକ ଥିବାରୁ ପରିବାର ଓ ଗାଁ ଲୋକେ ଏକ ବାଉଁଶରୀର ତିଆରି କରିଥିଲେ । ସେଥିରେ ଗୁରକାରୀଙ୍କୁ ନୂଆଇ ବହୁ କଷ୍ଟରେ ପାହାଡ଼ ଡେଇଁ ୩ କିମି ଦୂରରେ ଥିବା ରାମଗଡ଼ରେ ପ୍ରଥମେ ପହଞ୍ଚିଥିଲେ । ସେଠାରୁ ଆଉ ପ୍ରାୟ ୩ କିମି ଘଟି ରସ୍ତା ପାରି ହେବା ବେଳେ ବାଟରେ ଜନ୍ମ ନେଇଥିଲା ଶିଶୁପୁତ୍ର ।

ଏ ସମ୍ପର୍କରେ ପରିବାର ଲୋକେ ବର୍ଷ— ଜଣାଇ ମା’ ଓ ଛୁଆକୁ ଘରକୁ ଚାଲିଯାଇଥିଲେ। ବୈରାଗୀମଠ ନିଜ ଅପେକ୍ଷା କରିଥିବା ବଳତା ଦାନ୍ତ ନେବାକୁ କହିଥିଲେ ବି ସେମାନେ ଶୁଣିନଥି ସୂଚନାଥାଉକି, ବୈରାଗୀମଠ -ପ୍ରାୟ ୬ରୁ ୭ କିମି ଦୂରରେ ରହିଛି କେ ଗାଁ। ୩ଟି ପାହାଡ଼ ଡେଇଁଲେ ଗାଁରେ ପହ ନିକଟରେ ଘାଟ୍ କଟି କରାଯାଇଛି। ତଥା ଉସ୍ତା ତିଆରି ହୋଇପାରିନି। ବର୍ଷ ବର୍ଷ ଜାନା ସମସ୍ୟାର ସମ୍ମୁଖୀନ ହେଉଛତି କେନ୍ଦ୍ରଗୁଡ଼ା ଓ ରାମଗଡ଼ର ଲୋକେ। ସମୟରେ ସେମାନେ କୁମୁଲିପୁଟ ମାତ୍ମ୍ୟ ଉପରେ ନିର୍ଭର କରିଥାନ୍ତି । ଗୁରୁତର ଭାରରେ ବୋହି ସେଠାକୁ ନେଇ ବାରମ୍ବାର ଏଭଳି ସମ୍ବେଦନଶୀଳ ଘଟୁଛି । ଏହାକୁ ଆଖିରେ ରଖି ଜିଲ୍ଲା ପ୍ର ଦୂରତ ସେସବୁ ଗାଁକୁ ପକ୍କା ରାସ୍ତା ଦିଗରେ ପଦକ୍ଷେପ ନେବାକୁ ଦାବି l

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button