HealthOdisha

ରତ୍ନୀଙ୍କ ଘରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ

ରତ୍ନଚିକିତ୍ସା ପାଇଁ ପଠାଗଲା କୋରାପୁଟ ବଡ଼ ମେଡିକାଲ

ଝରିଗାଁ,୫/୬: ଝରିଗାଁ ବ୍ଲକ ଚକଲାପଦର ପ ପଞ୍ଚାୟତ ଭିତରକରମରୀ ଗ୍ରାମର କୈଳାସ ଓ ମା ମଙ୍ଗଳା ମାଝୀଙ୍କ ୬ ବର୍ଷର ଶିଶୁକନ୍ୟା ରତ୍ନୀ ମାଝୀ ଚା ଚର୍ମ ରୋଗରେ ପୀଡ଼ିତ ଥିବା ବେଳେ ଚିକିତ୍ସାରେ ଆ ଅର୍ଥ ସାଜିଛି ବାଧକ। ଏ ସମ୍ପର୍କିତ ଖବର ‘ସମ୍ବାଦ’ ରେ ପ୍ରକାଶ ପାଇବା ପରେ ଝରିଗାଁ ସ୍ବାସ୍ଥ୍ୟ ବି ବିଭାଗ ତତ୍ପରତା ପ୍ରକାଶ କରିଛି। ଝରିଗାଁ ଗ୍ରେଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଅରବିନ୍ଦ ପା ପଣ୍ଡାଙ୍କ ନିର୍ଦ୍ଦେଶରେ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କା କାର୍ଯ୍ୟକ୍ରମ ଡା. ଜିତେନ୍ଦ୍ର ନାୟକ ଓ ଟିମ ଆ ଆମ୍ବୁଲାନ୍ସ ଯୋଗେ ରତ୍ନୀ ମାଝୀଙ୍କ ଘରେ ପ ପହଞ୍ଚିଥିଲେ । ରତ୍ନୀ ମାଝୀଙ୍କ ବାପା, ମାଆଙ୍କ ସ ସହ ଆଲୋଚନା ପରେ ଉନ୍ନତ ଚିକିତ୍ସା ପାପାଇଁ ରତ୍ନୀଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚର୍ମ ବି ବିଶେଷଜ୍ଞଙ୍କ ପରାମର୍ଶ ପରେ କୋରାପୁଟ ମା ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ରତ୍ନୀଙ୍କୁ ଦୁଇ ବର୍ଷ ହୋଇଥିବା ବେଳେ ହଠାତ୍‌ ମୁହଁର ବିଭିନ୍ନ ସ୍ଥାନ ଲାଲ ପଡିବା ସହ ଫୁଲି ଯାଇଥିଲା। ଧୀରେ ଧୀରେ ମୁହଁ ସଂକ୍ରମଣ ହେବା

ସହ ଦୁଇ ହାତ ମଧ୍ୟ ଲାଲ ପଡ଼ି ଯାଇଥିଲା। ସଚେତନତା ଅଭାବରୁ ପରିବାର ଲୋକ ରତ୍ନୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବଦଳରେ ଚେରମୂଳି ଚିକିତ୍ସା କରାଇଥିଲେ ତଥାପି ରତ୍ନ ସୁସ୍ଥ ହୋଇନଥିଲେ । ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ପରିବାର ଲୋକ ରତ୍ନୀଙ୍କୁ ଉମରକୋଟ ମେଡିକାଲ୍ ନେବା ପରେ ମଧ୍ୟ ସୁସ୍ଥ ହୋଇନଥିଲେ । ଚର୍ମ ରୋଗରେ ଆକ୍ରାନ୍ତ ହେବାର ପ୍ରାୟ ୪ ବର୍ଷ ମଧ୍ୟରେ ଦୁଇ ଥର ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଦୁଇ ଥର ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିବା ପରିବାର ଲୋକ କହିଛନ୍ତି। ବୟସ । ଅନୁସାରେ ରତ୍ନୀଙ୍କ ଓଜନ ଓ ଉଚ୍ଚତା କମ୍ ରହିଛି । ଛି ସେହିପରି ମୁହଁରେ ଯନ୍ତ୍ରଣା ହେଉଥିବା ରତ୍ନୀଙ୍କ– ପରିବାର ଲୋକ କହିଛନ୍ତି| ବିଶେଷ କରି ମୁହଁରେ ର ପବନ ବାଜିଲେ ଅଧିକ ଯନ୍ତ୍ରଣା ହେଉଥିବା ଏବଂ ର ଶୋଇବା ସମୟରେ ସମସ୍ୟା ହେଉଥିବା ବା କହିଛନ୍ତି। କୈଳାସ ଚାଷ କାମ କରି ରି ଯାହା ରୋଜଗାର କରନ୍ତି ସେତିକିରେ ର ପରିବାର ଚଳାଇବା କଷ୍ଟ ହେଉଥିବାବା ବେଳେ ରତ୍ନୀଙ୍କ ଉନ୍ନତ ଚିକିତ୍ସାମା ପାଇଁ ଟଙ୍କା କେଉଁଠୁ ଆସିବ ବୋଲିଲି କହିଥିଲେ। ତେଣୁ ରତ୍ନୀଙ୍କ ମାଗଣା ଚିକିତ୍ସା ପାଇଁ ପ୍ରଶାସନ ପଦକ୍ଷେପ ଓ ନେବା ପାଇଁ ପରିବାର ଲୋକ ଗୁହାରି ର କରିଥିଲେ। ଏ ନେଇ ଝରିଗାଁ ଗୋଷ୍ଠୀ | ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଅରବିନ୍ଦ – ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ରାଷ୍ଟ୍ରୀୟ ବାଲ୍ ର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଏକ ଟିମ୍ ରତ୍ନୀଙ୍କ ଘରେ ପହଞ୍ଚିବେ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରତ୍ନୀଙ୍କ ମାଗଣା ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରା‌ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button