EntertainmentOdishaPolitics

ସଂରକ୍ଷିତ ଜଙ୍ଗଲରେ ମକା ମାଫିଆଙ୍କ ମକା ଚାଷ ପାଇଁ ଚାଲିଛି ପ୍ରସ୍ତୁତି

ଝରିଗାଁ ୦୪/୦୬/୨୦୨୫ : ନବରଙ୍ଗପୁର ବନ୍ୟାଣ୍ଡ ଝରିଗାଁ ବନାଞ୍ଚଳ ଅଧୀନ କଂଗ୍ରା, ମେଳନା, ଝରିଗାଁ, ମୋହଗା, ମାଲଗାଁ ଫରେଷ୍ଠ ସେବନ ରହିଛି ଯାହାର ୪୮ ହଜାର ୮ ଶହ ୨୭ ହେକ୍ଟର ପରିବ୍ୟାପ୍ତ ସଂରକ୍ଷିତ ଜଙ୍ଗଲ ରହିଛି । ଯେଉଁ ଜଙ୍ଗଲ କିଛି ବର୍ଷ ପୂର୍ବରୁ ସବୁଜିମା ଓ ମୂଲ୍ୟଦାନ ଗଛରେ ଭରପୁର ଥିଲା ତାହା ମନା ଚାଷ ପାଇଁ ଆଜି ବହୁ ମାତ୍ରାରେ ପଦା ହୋଇ ସାରିଲାଣି ।ହେଲେ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ବେଳେ ଅଧିକାରୀ ଓ କର୍ମଚାରୀ ଜାଣିଶୁଣି ଚୁପ୍ ରହୁଥିବା ଅଭିଯୋଗ ହୋଇଛି । ବନ ବିଭାଗର ଦାୟିତ୍ଵ ହୀନତା ଯୋଗୁଁ ମଳା ମାଫିଆମାନେ ନିରୀହ ଆଦିବାସୀଙ୍କୁ ଲଗାଇ ହେକ୍ଟର ହେକ୍ଟର ସଂରକ୍ଷିତ ନଙ୍ଗଳ ନଷ୍ଟ କରି ଦୀର୍ଘ ବର୍ଷରୁ ମଳା ଚାଷ କରି ଆସୁଥିବା ନିଜର ରହିଛି । ସୂଚନା ଅନୁଯାୟୀ, ଝରିଗାଁ ବନାଞ୍ଚନର ୫ ଫରେଷ୍ଟ ସେବନ ଅଧୀନର ବିଭିନ୍ନ ଗାଁ ର ଶବ୍ଦ ଏହ ଜଙ୍ଗଲ ପଦା ହୋଇସାରିଲାଣି । ସଂରକ୍ଷଣ ଜଙ୍ଗଲ ମଧ୍ୟରେ ଆଦିବାସୀମାନେ ଆଜକୁ ଦୀର୍ଘ ବର୍ଷ ହେବ ବେଆଇନ ଭାବେ ଜଙ୍ଗଲ କୁହୁତି, ନୂଆମା ଓ ଅନେକ ଗାଁ ରହିଛି, ଯେଉଁଠି ମକା ମାଫିଆମାନେ ମକା ଚାଷ ପାଇଁ ପ୍ରତିବର୍ଷ ଜଙ୍ଗଲ ସଫାକରି ଚାଷ କରୁଛନ୍ତି ।

ଯେଉଁ ଜଙ୍ଗଲ ଘଞ୍ଚ ଜଙ୍ଗଲ ବିଭାଗ ଜାଣିଶୁଣି ନିରବ ଜଙ୍ଗଲ କାଟି ଆବଧରେ ମକା ଚାଷ ଜଙ୍ଗଲ ଉପରେ ମକାମାଫିଆଙ୍କ ଲୋଲୁପଦୃଷ୍ଟି ବନ ମହୋତ୍ସବର ଶପଥ ପାଲଟିଛି ପ୍ରହସନର ଦୂର୍ଗମ ଅଞ୍ଚଳରେ ବସତି କରି ରହୁଛନ୍ତି । ବନାଞ୍ଚଳର କନ୍ଥା, ଭିତରକର୍ମରୀ, ବାହାରକର୍ମରି, ଦାହିଁମାଲ, କାମକୋଟ, ସର୍ଗିପାନି, କରଡଙ୍ଗରି, ଡୋକରିକୋଟ, ସାନଟେମରା, ବଡଟେମରା, ଟିକିଲି, ଇଚ୍ଛାପୁର, ଜେଟିତି, ହାତିବାଡି, ମାଲଗାଁ, ଅଭୟାରଣ୍ୟରେ ପରିପୂର୍ଣ ଥୁଲା ତାହା ଏବେ ମଳାଚାଷ ପାଇଁ ପଦା ହୋଇ ସାରିଲାଣି । ଜଙ୍ଗଲ ସଫା କରି ମନା ମାଫିଆଙ୍କ ଶବ୍ଦ ଶହ ଏକର ମକା ଚାଷ କରିବା, ଅନଧୁକାର ଭାବେ ଜଙ୍ଗଲ ସଫା କରି ବସତି ସ୍ଥାପନ କରିବା ଆଦି କାର୍ଯ୍ୟ ଯୋଗୁଁ ଜଙ୍ଗଲ କ୍ଷୟ ହେଉଛି । ଏଥିପ୍ରତି ବନ ବିଭାଗ ବିଶେଷ ଧ୍ୟାନ ଦେଉ ନଥିବାରୁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି ବୋଲି ଅଭିଯୋଗ ହେଉଛି । ଝରିଗାଁ ଅଞ୍ଚଳରେ ରହି ଆସୁଥିବା ପଦୋଶୀ ଜିଲ୍ଲାର ସମେତ ଅଣ ଓଡ଼ିଆ ବିହାରୀ ବଙ୍ଗାଳୀମାନେ ଅନଧୂକୃତ ଭାବେ ଯସି ଜଙ୍ଗଲରେ ବାସ କରୁଥିବା ଲୋକଙ୍କୁ ମୋହାରା କରି ହେକ୍ଟର ହେକ୍ଟର ଜଙ୍ଗଲକୁ ନଷ୍ଟ କରି ବର୍ଷ ବର୍ଷ ଧରି ମଳାଚାଷ କରି ଆସୁଛନ୍ତି । ଜିଲ୍ଲାର ରମରକୋଟ, ଡାବୁଗାଁ, ଝରିଗାଁ, ଚଦାହଣି ଅଞ୍ଚଳର କିଛି ସାହୁକାର ଏବଂ ଗାଁ ଗାଁରେ ରହୁଥିବା ଅଣ ଓଡ଼ିଆ ମାନେ ସ୍ଥାନୀୟ ଆଦିବାସୀଙ୍କୁ ମକାଚାଷ ପାଇଁ ବିଜନ ସାର ଯୋଗାଇ ଦେଇ ଅମଳ ପରେ ସେମାନେ କମ୍ ମୂଲ୍ୟରେ ଆଦିବାସୀଙ୍କ ଠାରୁ କିଣି ମୁନାଫା କମାଇଥିବା ଜଣାପଡିଛି ।

ଢଙ୍ଗର ดิดเด କର୍ମଚାରୀମାନେ ସବୁ ଜାଣି ଅଜଣା ରହୁଥିବାବେଳେ ତାଙ୍କ ନାଳ ତଳେ ଜଙ୍ଗଲ ପଦା ହେଉଛି । ପ୍ରତିବର୍ଷ ଜଙ୍ଗଳ ମଧ୍ୟରେ ଆବଧ ମଳାଚାଷ ହେଉଥିବା ଦେଖୁନାକୁ ମିଳୁଛି ତଥାପି ଚେଇଁ ସୋଇଛି ଜଙ୍ଗଲ ଟ୍ରାକ୍ଟର ଯୋଗେ ମଳାଚାଷ ପାଇଁ କ୍ଷେତ ପ୍ରସ୍ତୁତି ଚାଳି ରହିଛି । ଏବଂ କିଛି ଦିନପରେ ପ୍ରଥମ ପର୍ଯ୍ୟାୟରେ ମଳା ବିଜନ ରୋଇବା କାମ ଚାଲିବ, ହେଲେ ବିଭାଗୀୟ କିଛି କର୍ମଚାରୀ ମକା ମଫିଆଙ୍କ ସହ ସଲାସୁତୁରା ରଖ୍ ହାତଗୁଞ୍ଜା ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସାଧାରଣରେ ଆଲୋଚନା ହେଉଛି। ଜଙ୍ଗଲ ସୁରକ୍ଷା ପାଇଁ ଅନେକ ଯୋଜନା ରହିଥିବା ବେଳେ ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ବନ ମହୋଇବ କରି ଜଙ୍ଗଲକୁ ସୁରକ୍ଷା ଦେବାକୁ ଶପଥ ନିଆଯାଇଛି ।

ହେଲେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଓ ଲାଭଖୋର ମାନବୃଦ୍ଧି ପାଇଁ ଏହା କେବଳ ପ୍ରତିଶ୍ରୁତିରେ ରହିଯାଇଛି । ଏଣେ ନାମକୁ ମାତ୍ର ରାସ୍ତାକଡ଼ରେ ଲୋକ ଦେଖାଣିଆ ଭାବେ ଚାରାରୋପଣ କରି ପ୍ରଶଂସା ସାଉଣ୍ଟୁଛି ବନ ବିଭାଗ, ଏପଟେ ଚାଲା ମଲା କି ରହିଲା ତା’ର ମଧ୍ୟ କୌଣସି ଠିକଣା ନାହିଁ ।ଏବେ ଦିନ କୁ ଦିନ ଜଙ୍ଗଲ ବଢିବା ପରିବହେଁ ନଷ୍ଟ ହେବାକୁ ବସିଥିବାବେଳେ ମାଫିଆମାନେ ଅବାଧରେ ଜଙ୍ଗଲ କାଟି ମଳାଚାଷ କରିବା ସହ ମୂଲ୍ୟବାନ ଗଛ ଡାକାଣ କରି ମଧ୍ୟ ମାଲାମାଳ ହେଉଛନ୍ତି । ଏଣୁ ଡଙ୍ଗର ବିଭାଗ ରଚ୍ଚ କର୍ତ୍ତୃପକ୍ଷ ଜଙ୍ଗଲ ସୁରକ୍ଷା ସହ ଆବଧ ମକାଳାଷ ରୋଜିବାକୁ ସାଧାରଣରେ ଚାବି ହୋଇଛି । ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ହିଁ ଯୋଗାଯୋଗ ନହେବାରୁ ପ୍ରତିକ୍ରିୟା ମିଳିପାରି ନାହିଁ ।

Govinda tripathy 84805 56478 district president nabarangpur

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button