BusinessOdishaPolitics

ରାଇଘର–ହାଇଦ୍ରାବାଦ ଅତ୍ୟାଧୁନିକ ଶ୍ରୀଜଗନ୍ନାଥ ବସ୍ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ନବରଙ୍ଗପୁର ଜିଲ୍ଲାବାସୀ

ନବରଙ୍ଗପୁର, ୩/୬ (ନି. ମୁଖ୍ୟମନ୍ତ୍ରୀ ମୋହନ ଚରଣ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନତିମୂଳକ କାର୍ଯ ର୍ଯ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଲୋକ ସେବା ଭବନରେ ଆୟୋଜିତ କାର୍ଯ୍ୟକ୍ର ମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭଷ୍ଟ୍ରିଆଲ୍‌ରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଅଧୀନ ୮ ନୂତନ ରୁଟ୍‌ରେ ବସ ସେବା ଆରମ୍ଭସହ ରାଜ୍ୟର ୨୧ ସ୍ଥାନରେ ସ୍ଵ ୟଂଚାଳିତ ଯାନ ଚାଳନ। ପରୀକ୍ଷଣର ଶିଳାନ୍ୟାସ କରିଛନ୍ତି । ଏହା ସହିତ ଶୁନ ଦୁର୍ଘଟଣା ଦିବସର ଲୋଗୋ ଏବଂ ମାସ୍କଟ ଉନ୍ମୋଚନ କରିଛନ୍ତି। ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ସେବାରେ ନବରଙ୍ଗପୁର ଜିଲ୍ଲା ସାମିଲ ହୋଇଛି। ରାଇଘର ଠାରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଶୀତତାପ
ବସ ନିୟନ୍ତ୍ରିତ ଶ୍ରୀଜଗନ୍ନାଥ ଏକ୍ସପ୍ରେ କ୍ସପ୍ରେସ୍ ସୁପର ପ୍ରିମିୟମ ଭଲଭୋ ବ ସେବା ଶୁଭାରମ୍ଭ କରାଯାଇଛି । ଏଥିପାଇଁ ଜିଲ୍ଲାବାସୀ ମୁଖ୍ୟମ ଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହି ଉପଲକ୍ଷେ ନବରଙ୍ଗ ପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍କାନ ହଲ୍‌ରେ ଆୟୋଜିତ ସଭାରେ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ଯୋଗଦେଇ ନୂତନ ବସର ପୂଜାର୍ଚ୍ଚ ନାରେ ସାମିଲ ହୋଇଥିଲେ । ବସ ପ୍ରତିଦିନ ଅପରାହ୍ଣ ହ୍ଣ ୪.୩୦ ରେ ବାହା ହାରି ଉମର କୋଟ, ନବର ଙ୍ଗପୁର, ଜୟପୁର, ମାଲାକନଗିରି, ମୋଟୁ, ଭଦ୍ରାଚଳମ୍ ଏବଂ ଖମ୍ମମ ଦେଇ ଭୋର ୫ଟାରେ ହାଇଦ୍ରାବାଦରେ ଦରେ ପହଁଞ୍ଚିବ । ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମର ନବରଙ୍ଗପୁର ଜିଲ୍ଲା ପରିଚାଳକ ସନ୍ତୋଷ କୁମାର ନାୟକ କହିଛନ୍ତି, ଏହି ବସରେ ମହିଳାଙ୍କୁ ଟିକେଟ ଦର ଉପରେ ୫୦ ପ୍ରତିଶତ ରିହାତି ମିଳିବ ।

ରାଇଘର ଠାରୁ ହାଇଦ୍ରାବାଦ ୭୫୨ କିମି ଅତିକ୍ରମ କରିବାକୁ ଥିବା এই ଅତ୍ୟାଧୁନିକ ବସରେ ୪୨ லின் ଗଙ୍କ ପାଇଁ ସିଟ୍ ରହିଛି । ଏଥୁରେ ଯିବାକୁ ହେଲେ ଅନଲାଇନ୍‌ରେ ଟିକେଟ୍ କରିବାକୁ ପଡିବ । ଟିକେଟ ମୂଲ୍ୟ ପୁରୁଷଙ୍କ ପାଇଁ ୧୬୫୦ ଟଙ୍କା ଓ ମହିଳାଙ୍କ ଚାଙ୍କ ପାଇଁ ୮୬୧ଟଙ୍କା ରଖାଯାଇଛି ।

କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ଯରେ ଅତିରିକ୍ତ କ୍ତ ଜିଲ୍ଲାପାଳ ତପନ କୁମାର ର ଖୁଣ୍ଟିଆ, 11, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଏଏସ୍‌ପି ବଟକୃଷ୍ଣ ମିଶ୍ର, ଆଞ୍ଚଳିକ ପରିବହନ ଅଧୂକାରୀ ରୀ ଜିତେନ୍ଦ୍ର କୁମାର ଭୋଇ, ଅଧୀକ୍ଷଣ ଯନ୍ତ୍ରୀ (ଟି ଟିପିଏସ୍ ଓ ଡିଏଲ୍) ଅଶୋକ କୁମାର ରାଉତ, ଉପଜିଲ୍ଲାପାଳ ଜ୍ୟୋତିର ଣୀ ରଥ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧ୍କାରୀ ମନୋଜ କୁ ମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ I

Govinda tripathy 84805 56478 district president nabarangpur

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button