OdishaPolitics

ନୂତନ ତହସିଲଦାରଙ୍କୁ ସ୍ବାଗତ ସମ୍ବଦ୍ଧନା : ତହସିଲଦାର ଗୀତା ମୁର୍ମୁଙ୍କୁ ଡାବୁଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ସଦସ୍ୟମାନେ ସ୍ବାଗତ କରୁଛନ୍ତି।

ଡାବୁଗାଁ, ୩/୬ : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ମଙ୍ଗଳବାର ଡାବୁଗାଁ ନୂତନ ତହସିଲଦାର ଗୀତା ମୁର୍ମୁଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ଉପ– ସଭାପତି ନରସିଂ ମାଝୀ, ଡାବୁଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ସଭାପତି ମୋହନ ସିଂ ଗଣ୍ଡ, ଡାବୁଗାଁ ବ୍ଲକ ଭତ୍ରା ସାମାଜ ସଭାପତି ମୋହନ ନାୟକ, 6 HOURS AGO ବ୍ଲକ ପରଜା ସାମାଜ ସଭାପତି ଫୁଲ ଦୟାନିଧ୍ ବଞ୍ଜରା, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ଜୁନାପାଣି ସରପଞ୍ଚ ଦୟାନିଧ୍ ଭତ୍ରା, ଅଞ୍ଚଳା ସରପଞ୍ଚ ରମେଶ ଚନ୍ଦ୍ର ମାଝୀ, ମେଦେନା ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ, ଡାବୁଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ସମ୍ପାଦକ ରାଇସିଂ ପୁଜାରୀ, ଜଗଦୀଶ ଭତ୍ରା, ହିରଣ୍ୟ ମାଝୀ ପ୍ରମୂଖ ଉପସ୍ଥିତ ଥିଲେ। ଡାବୁଗାଁ ଜନଜାତି ସୁରକ୍ଷା ମଞ୍ଚ ୬ ସମ୍ପ୍ରଦାୟର ସମସ୍ତ ପ୍ରକାର ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ କାର୍ଯ୍ୟାଳୟ ନିମନ୍ତେ ଜାଗା ଚିହ୍ନଟ କରାଇବା ନିମନ୍ତେ ତହସିଲଦାରଙ୍କୁ l

Govinda tripathy 84805 56478 district president nabarangpur

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button