OdishaPolitics

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଆଦିବାସୀଙ୍କ ଉତ୍ତରାଧୁକାରୀ ପାଇଁ ସ୍ବତନ୍ତ୍ର ଫର୍ମାଟ ପ୍ରସ୍ତୁତି ଦାବି

ନବରଙ୍ଗପୁର,୩/୬ ଦିବାସୀ ସମ୍ପ୍ରଦାୟର ଭୂ-ସମ୍ପତିର ଉତ୍ତରାକା Įକାରୀ ପାଇଁ ସ୍ବତନ୍ତ୍ର ଫର୍ମାଟ ପ୍ରସ୍ତୁତ କରିବାକୁ କରିବାକୁ ଅବିଭକ୍ତ କୋରାପୁଟ ଜିଲା ମୂଳନିବାସୀ ବିକାଶ ପରିଷଦ ଦାବି କରିଛି କରିଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ନବରଙ୍ଗପୁର ସହକାରୀ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅବିଭକ୍ତକୋର ଜିଲାରେ ମୃତକ ଖାତାଦାରଙ୍କ ନାମ ପରିବର୍ତ୍ତନ କରି ସେମାନଙ୍କ ଉତ୍ତରାକାରୀଙ୍କ ନାମରେ ଜମି ପଟ୍ଟା ବଂଶାବଳୀ ଉତ୍ତଟ ତ୍ତରାକାରୀ କରାଯାଉଛି I ଦେବା ପକ୍ରିୟା ଆରମ୍ଭ ହୋଇଛି I ସରାକରୀ ଆଇନ ଅନୁଯାୟୀ ହିନ୍ଦୁ ଆକ୍ଟର ବଂ ଅନୁଯାୟୀ ଭୂ-ସମ୍ପରି ଫର୍ମାଟରେ ଚିହ୍ନଟ ଆଦିବାସୀଙ୍କ ଭୂ–ସମ୍ପତ୍ତିର ଉତ୍ତରାକାରୀ ସ୍ଥାନୀୟ ପରମ୍ପ ଅନୁଯାୟୀ କେବଳ ପୁଅକୁ ପ୍ରାଧାନ୍ୟତା ତା ଦିଆଯାଇଛି ଇଛି ସେଭଳି ଝିଅମାନଙ୍କୁ ଭୂ-ସମ୍ପତ୍ତିରେ ଅଧୋକାର ର ଦେବା ପାଇଁ ସ୍ଥାନୀୟ ପରମ୍ପରା ଓ ସମାଜକୁ ଗୁରୁତ୍ଵ ଦେଇ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଉତ୍ତରାଧ୍କାରୀ ଫର୍ମାଟ ପ୍ରସ୍ତୁତ କରିବାକୁ ଦାବିପତ୍ରରେ ଉଲ୍ଲେଖ ରଖୁଛି। ସେଭଳି ଆ ର ଆ ଇ ମ । ନ ଙ୍କୁ ଏଥିପାଇଁ ସ୍ବତନ୍ତ୍ର ତାଲିମ ପ୍ରଦାନ କରିବାକୁ ଦାବି ହୋଇଛି। ପରିଷଦର ଅଧ୍ଯକ୍ଷ ଚନ୍ଦ୍ରଧ୍ଵଜ ମାଝୀ ଓ ଜିଲା ସାଧାରଣ ସମ୍ପାଦକ ତ୍ରିନାଥ ମାଝୀ ପ୍ରମୁଖ ଦାବିପତ୍ର l


Govinda tripathy 84805 56478 district president nabarangpur

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button