ସରକାରୀ କର୍ମଚାରୀଙ୍କ ବଡ଼ଧରଣର ବଦଳି ଗୋଟି ଏ ତାଲିକାରେ ରେ ୭୭, ୭, ସହରର ୧୩
ଜୟପୁର,୩/୬ : କୋରାପୁଟ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ବଡ଼ ଧରଣର ବଦଳି ହୋଇଛି। ଏ ସଂକ୍ରାନ୍ତ ତା ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ କୀର୍ତି ଭାସନ ଭି.ଙ୍କ ନିର୍ଦ୍ଦେଶରେ ୭୭ ଜଣଙ୍କ ବଦଳି ସେମାନଙ୍କ ମଧ୍ୟରେ ଅଛତି ହୋଇଛି। ସେମ ୯ ଜଣ ସେକ୍ସନ ଅଫିସର, ୪୮ ଜଣ ବରିଷ୍ଠ ରାଜସ୍ବ ସହାୟକ ଏବଂ ୨୦ ୨୦ ଜଣ କନିଷ୍ଠ ରାଜସ୍ବ ସହାୟକ କ । ସ୍ଥାନୀୟ ଉପଜିଲ୍ଲାପାଳ, ବୃକ, ତହସିଳ ହସିଲ ଏବଂ ଆଇସିଡିଏସ କାର୍ଯ୍ୟାଳୟର ୧୩ ଜଣ କର୍ମଚାରୀଙ୍କ ବଦଳି ହୋଇଛି ଇଛି। ବଦଳି ହୋଇଥି ବା କର୍ମ ଚାରୀମାନେ ତୁରନ୍ତ
ବ୍ଳକ, ତହସିଲର ସୁ ନିକା ହି ଆଲଙ୍କୁ ସେମିଳିଗୁଡା ବ୍ଳକ, ସୁନୀଲ କୁ ମାର ସିଂଙ୍କୁ କୋରାପୁଟ ରେଭିନ୍ୟୁ ସେକ୍ସନ ଏବଂ ବାଳ କୃଷ୍ଣ ପଣ୍ଡାଙ୍କୁ କୁ ନ୍ଦୁ ରା ତହସିଲ, ଆଇଟିଡିଏର ସରିତା ବେହେରାଙ୍କୁ ସେମିଳିଗୁଡା ବ୍ଳକ, ଜୟପୁର ବ୍ଳକର ସୁପ୍ରଭା ମହାନ୍ତିଙ୍କୁ କୋରାପୁଟ ରେଭ ରଭି ନ୍ୟୁ ସେକ୍ସ ନ, ଆଇ ସିଡିଏସ୍ର ବିଏସ୍ର କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ କୁ ନ୍ଦୁ ରା ବୃକକୁ ବଦଳି ହୋଇଛି । ତହସିଲର ଜୁ ନି ୟର ରେଭିନ୍ୟୁ ଆସିଷ୍ଟାଣ୍ଟ ( କନି (ନିଷ୍ଠ ରାଜସ୍ବ ସହାୟକ) ଜ୍ୟୋତିର୍ମୟୀ ସଉରାଙ୍କୁ ବୈପାରିଗୁଡା ତହସିଲକୁ ବଦଳି କରାଯାଇଛି । ।
ଆଇଟିଡିଏ କାର୍ଯ୍ୟାଳୟର ସେକ୍ସନ ଅଫିସର ଦେବବ୍ରତ ହାଲଦାରଙ୍କୁ କୋରାପୁଟ ବ୍ଳକ କକୁ ବଦ ବଦଳି ହୋଇଛି। ସେହି ପରି ଜିଲ୍ଲା ଯୋଗାଣ ବିଭାଗର ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ( ବରିଷ୍ଠ ରାଜସ୍ୱ ସହାୟକ । ହାୟକ)ଙ୍କୁ ନନ୍ଦପୁର ଆଇସିଡିଏସ୍, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳ ଳୟର ଚପଳା ମି ଶ୍ର ଙ୍କୁ କୋରାପୁଟ ଆଇଟିଡିଏ, ମନସ୍ବିନୀ ବେହେରାଙ୍କୁ କୁନ୍ଦୁରା ଦୁରା ବ ବ୍ଳକ, ଏସ.ମାଧବୀ ମାଧବୀ ଆଚାରୀଙ୍କୁ ବୈପାରିଗୁଡା ବ୍ଳକ, ସୁଜାତା ରାଜପାଇ ଇଲଙ୍କୁ କୋଟପାଡ
Govinda tripathy 84805 56478 district president nabarangpur