
ଝରିଗାଁ ତା ୦ ୨/୦୬: ସବୁ ଯୋଗ୍ୟତା ଥାଇ ମଧ୍ୟ ଝରିଗାଁ ବ୍ଲକ ଦାଇତ୍ବରେ ଥିବା । କର୍ମଚାରୀଙ୍କ ଅବହେଳା ଯୋଗୁଁ ଙ୍କ ମାନସିକ ବିକୃତ ଯୁବତୀ ସରକାରଙ୍କ ଯୋଜନାରେ ସାମିଲ ହୋଇ ନପାରି ଭତ୍ତା ପାଇବାରୁ ବଞ୍ଚି ବଞ୍ଚିତ ଥିବା ଜଣାପଡିଛି।ଝରିଗାଁ ପାଲିଆ ପଂଚାୟତ ଅନ୍ତର୍ଗତ ବଡ଼ନୀ ଗ୍ରାମ ଗ୍ରାମରେ ଏଭଳି ଅଭିଯୋଗ ହୋଇଛି।ସୂଚନା ପ୍ରକରେ ବଡ଼ନୀ ଗ୍ରାମର ସ୍ଵର୍ଗତ ଚୈତ୍ର ମେହେରଙ୍କ ୧୫ ବର୍ଷର ଝିଅ କାଞ୍ଚିଲତା ମେ ମହେର ଜନ୍ମରୁ ମାନସିକ ବିକୃତ।ମାନସିକ ବିକୃତ ନୋ ନେଇ ତାଙ୍କ ନିକଟରେ ପ୍ରମାଣ ରହିଥିବା ବେଳେ ଭତ୍ତା ପାଇଁ ପଞ୍ଚାୟତ ତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଆବେଦନ କରି କରିଥିଲେ।କିନ୍ତୁ ଆଜି ପର୍ଯ୍ୟନ୍ତ ମିଳିନଥୁବା ପରିବାର ଲୋକ ଅଭଯୋଗ କରିଛନ୍ତି।ପ୍ରଶାସନ ତୁରନ୍ତ ଭତ୍ତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିE ଏଠାରେ ପ୍ରକାଶ ଯେ, ବଡନୀ ଗ୍ରାମରେ ଚୈତନ୍ଯ ଏକ ଦୋକାନ କରି ପରିବାର ଚ ଚଳାଇ ଆସୁ ଥି ଲେ ।
୨୦୨୧ ମସିହାରେ କେ କୋଭି ଡ ଆକ୍ରାନ୍ତରେ ଚୈତନ୍ୟଙ୍କ ଦେହାନ୍ତ ହୋଇଯାଇଥିଲା।ପରେ ସ୍ତ୍ରୀ ଖେମେନ୍ଦ୍ରୀ ଉପରେ ତିନି ପୁଅ ଓ ଏକ ମାତ୍ର ମାନସିକ ବିକୃତ ଝିଅର ବୋଝ ପଡିଥିଲା।ବର୍ତ୍ତମାନ ତିନି ପୁଅ ପାଠ ପଢୁ ଥିବା ବେଳେ ମାନସିକ ବିକୃତ ଝିଅ ଘରେ ହିଁ ରହୁଛି।ମାଆ ଖେମେନ୍ଦ୍ରୀ କୁଲି କାମ କରି ଯାହା ରୋଜରାଗ କରେ ସେଥୁଲେ ପରିବାର ପ୍ରତିପୋଷଣ କରୁଛନ୍ତି |ସେ ମଧ୍ଯ ପରିବାର କଲ୍ୟାଣ ଯୋ-ଓ କୋଭିଡ ସହାୟତାରୁ ଆଜି ଯାଏ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ।ତେଣୁ ପ୍ରଶାସନ ମାନସିକ ବିକୃତ ଝିଅକୁ ଭତ୍ତା ଯୋଗେଇ -ସହିତ କ୍ଷେମେନ୍ଦ୍ରିକୁ ମଧ୍ଯ କୋଭିଡ ସହାୟତା ଓ ପରିବାର କଲ୍ୟାଣ ଯୋଜନା ରେ ସାମିଲ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।
Govinda tripathy 84805 56478 district president nabarangpur