District

କୁକୁର କାମୁଡ଼ିଥିବା ଗାଈ କ୍ଷୀର ପିଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ

କୁକୁର କାମୁଡ଼ିଥିବା ଗାଈ କ୍ଷୀର ପିଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ଉମରକୋଟ, ୧ ୨ / ୪ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା,କୁକୁର କାମୁଡା ଭେକସିନ ନେବା ପାଇଁ ଲମ୍ବା ଲାଇନ ଲଗାଇ ଠିଆ ହୋଇଛନ୍ତି ପ୍ରାୟ ଚାଳିଶି ଜଣମହିଳା, ପୁରୁଷ ଓ ଶି ଶୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁନି ସିପାଲିଟି ଅନ୍ତର୍ଗତ ବାର ନମ୍ବର ଓ୍ବାର୍ଡ ର ଗୋପାଳକ ଅସରୁ ରାୟ ଙ୍କ ଗାଈ କୁ କିଛିଦିନ ତଳେ କୁକୁର କାମୁଡି ଥିଲା, ଅସରୁ (ମ।ଲିକ) କିନ୍ତୁ ଏହି କଥା ଜାଣି ନ ଥିଲେ ।

ସ୍ଵାସ୍ଥ୍ୟ କେନ୍ଦ୍ରରେ ଭେକସିନ ପାଇଁ ଲାଇନ ଲଗେଇଛନ୍ତି । ଗାଈର ମାଲିକ କୁକୁର କାମୁଡା ସମ୍ପର୍କ ରେ ଜାଣି ନଥିଲେ ଏଣୁ ସେ ନିୟମିତ ଭ।ବେ ସମସ୍ତ ପରିବାର କୁ କ୍ଷୀର ଯୋଗାଉ ଥିଲେ ।ସେ ନିୟମିତ ଘର ମାନଙ୍କରେ କ୍ଷୀର ଦେଇଥିଲେ କିଛି ପରିବାର ଖ।ଇଥିଲେ । ସୌଭାଗ୍ୟ ବଶତଃ ବର୍ତମାନ ପର୍ଯ୍ୟନ୍ତ କାହାରିକୁ କିଛି ଅସୁସ୍ରୁତା ହୋଇ ନାହିଁ କୌଣସି ଲକ୍ଷଣ ଦେଖାଯାଇ ବୋଲି ଡାକ୍ତର ସୂଚନା ଦେବା ସହ ସମସ୍ତ ଭେକସିନ ଦିଆ ଯ।ଇଥିବ। ସୂଚନ। ଦେଇଛି ଡକ୍ଟର ।

ସେହି ଗାଈ ଅସ୍ଵାଭାଭିକ

ଆଚରଣ ଦେଖ୍ ସ୍ଥାନୀୟ ପଶୁ

ଚିକିତ୍ସାଳୟ କୁ ଚିକିତ୍ସା ପାଇଁ

ନେଇଥିଲେ ସେହିଠାରେ ଚିକିତ୍ସକ

ଗାଈ ପାଗଳ ହେଇଥିବା କଥା

କହିଥିଲେ ଓ କୁକୁର କାମୁଡା

ଯୋଗୁଁ ଏହି ପରି ହୋଇଥିବା ସ୍ପଷ୍ଟ କରିଥିଲେ ।

କିନ୍ତୁ ଗତ କାଲି

ରାତିରେ ଏ ଏହି ପାଗଳା ଗାଈ ଟି

ମରି ଯାଇଥିଲା, ଏହି ଖବର

ପ୍ରଚାର ହେବା ପରେ ସେହି ଗାଈ

ର କ୍ଷୀର ଖାଇଥିବା ଓ ପିଇଥିବ। ପରିବାର

ମଧ୍ୟ ଆତଙ୍କ ଖେଳି ଯାଇଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button