District

ପାରଳାଖମୁଣ୍ଡିଠାରେ ହାଇଟେକ ମେଡ଼ିକାଲ କଲେଜ ତରଫ ରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ହାଇଟେକ ମେଡ଼ିକାଲ କଲେଜ ତରଫ ରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ।

ପାରଳାଖେମୁଣ୍ଡି:୨୯/୩(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାମନଗର ହାଇଟେକ୍ ପ୍ଲାଜା ପରିସର ରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟତ ଗଜପତି ଜିଲ୍ଲାରେ ବୟସ୍କ ହୁଦ୍ ରୋଗୀ ଙ୍କ ସଂଖ୍ୟା ଅଧିକା ଥିବା ଓ ପଇସା ଅସୁବିଧା ରୁ ଚିକିତ୍ସା ନକରି ସ୍ବାସ୍ଥ୍ୟ ବିଗିଡିବା ଦେଖି ବିଧାୟକ ରୂପେଶ ପାଣିଗ୍ରାହୀ ଙ୍କ ଅନୁରୋଧ ରେ ହାଇଟେକ୍ ମେଡ଼ିକାଲ୍ ପ୍ରତିଷ୍ଠାତା ତଥା ହାଇଟେକ୍ ଗ୍ରୁପ ଅଧକ୍ଷ ଡ: ତିରୁପତି ପାଣିଗ୍ରାହୀ ଙ୍କ ପ୍ରଚେଷ୍ଟା ରେ ଆଜି ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଆଖପାଖ ଅଞ୍ଚରୁ ସତ୍ତାଧିକ ରୋଗୀ ଆଜି ଆସି ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ , ଓଡ଼ିଶା ର ଜଣେ ଜଣାଶୁଣା ଅଭିଜ୍ଞ ହୃଦରୋଗୀ ବିଶେଷଜ୍ଞ ଡ: ସ୍ୱେତଙ୍କ ଦାସ ଆଜି ପାରଳା ରେ ପହଞ୍ଚି ସମସ୍ତ ରୋଗୀ ଙ୍କୁ ଚିକିତ୍ସା କରିଥିଲେ, ଏହିଭଳି ମାଗଣା ସ୍ବାସ୍ଥ୍ୟ ଶିବିର କରିଥିବାରୁ ଆସିଥିବା ସମସ୍ତ ରୋଗୀ ଡ:ତିରୁପତି ପାଣିଗ୍ରାହୀ ଓ ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କୁ ଧନ୍ୟବାଦ୍ ଜଣାଇଲେ

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button