ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସହର

ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସହର
ରାଇପର/ ତେଜୁଳିଖୁଣ୍ଟି, ୨୮/୩
ଧୂମଧାମରେ ରାମନବମୀ ଉତ୍ସବ ପାଳିତ ହୋଇଯାଇଛି। ରାମନବମୀ ଉତ୍ସବରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ
ସ୍ଥାନରେ ଶ୍ରଦ୍ଧାଳୁଙ୍କ ଶୋଭାଯାତ୍ରା, ବାଇକ୍ ରାଲି ସହ ଜୟ ଶ୍ରୀରାମ ଧ୍ବନିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟାଳୟ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ଉପରେ ତରଙ୍ଗ ହଲାଇ ସାଜସଜ୍ଜା କରାଯାଇଥିଲା। ରାଇଘର ଜଗନ୍ନାଥ ମନ୍ଦିରଠାରୁ ଏକ
ସକାଳୁ ରାମମନ୍ଦିରରେ ନୀତିନିୟମ ଅନୁଯାୟୀ ପୂଜାପାଠ କରିବା ପରେ ହନୁମାନ ମନ୍ଦିର ନିକଟରେ ୨ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ଆଗମନ ଓ ଭୋଗ ବ୍ୟବସ୍ଥା କରାଯାଇଥିଲା । ଅପରାହ ଗୋଟ।ଏରେ ଏକ ବିଶାଳ ଶୋଭାଯାତ୍ରା ରାମ ମନ୍ଦିର ନିକଟରୁ ବାହାରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏମ୍ସି ପ୍ରତିନିଧ ପ୍ରୀତି ମହାପାତ୍ର, ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଖାଙ୍କର, ରାଜଘର ବିଶ୍ବହିନ୍ଦୁ ପରିଷଦ ସଭାପତି କିରଣ ପଟ୍ଟନାୟକ, ବଜରଙ୍ଗ ଦଳର ବିଜେନ୍ଦ୍ର ଶ୍ରୀବସ୍ରାବ, ମୋହନ ସାହୁ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସୁବେଶ ମିଶ୍ର,ଶକ୍ତି ଜେନା, ମୋଳହର ଦଣ୍ଡସେନାଙ୍କ ସମେତ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଥିଲା। କୁନି କୁନି ପିଲା ରାମ, ସୀତା, ଜତୁମାନ ବେଶରେ ସଜ୍ଜିତ ହୋଇ ଶେଭାଯାତ୍ରାରେ ସହର ପରିକ୍ରମା
କରିଥିଲେ । ସେହିପରି ତେଗୁଳିଖୁଣ୍ଡିଠାରେ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ଉପ ସଭାପତି ଏମ୍ ଆନନ୍ଦ ରାଓଙ୍କ ତତ୍ତ୍ବବଧାନରେ
ବିଭିନ୍ନ ସ୍ଥାନରେ ରାମନବମୀ ପାଳିତ
ରାଇଘରଠାରେ ଦୁଇ ଶିଶୁ ରାମ, ସୀତା ବେଶରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ସହର ପରିକ୍ରମା କରୁଛନ୍ତି
ଇଦ୍ରାବତୀଠାରୁ ଏବଂ ବରିଷ୍ଠ ବିଶ୍ବଜିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ସୁର ଭାରତଙ୍କ ନେତୃତ୍ବରେ ବାଇକ୍ ରାଲି ଅନୁଷ୍ଠିତ ହୋଇଥୁଲା । ପରିଷଦର ବ୍ଳକ ସାଧାରଣ ସମ୍ପାଦକ ଅକ୍ଷୟ ମହାନ୍ତି ଓ ଶିବ ଶଙ୍କର ସାହୁଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଇନ୍ଦ୍ରାବତୀରୁ ବାହାରି ବାରଙ୍ଗପଦର, ଖୁଣ୍ଟିଆ ଗୁଡ଼ା, ଗୋରିପୁଟ, ବେଲୁଗୁଡା, ଲମତାପୂଜା ଦେଇ ତୁର୍ମାକୋଟ ଛଳରେ ପଦଲେ। ସେହିପରି ତେନ୍ତୁଳିଖୁଣ୍ଟି ଦୁର୍ଗାମଣ୍ଡପଠାରେ କୁର୍ମାକୋଟ ହନୁମାନ ମନ୍ଦିର କମିଟି, ତେନ୍ତୁଳିମୁଣ୍ଡି ଦୁର୍ଗାପୂଜା
କମିତି, ଜନ୍ମମାନ ମନ୍ଦିର, ତାରିଣୀ ମନ୍ଦିର, ଗ୍ରାମ୍ୟ ଠାକୁରାଣୀ ମନ୍ଦିର କମିଟିର ସଦସ୍ୟ ଏବଂ ଗ୍ରାମବାସୀ ମିଳିତ ଭାବେ ଗ୍ରାମ ପରିକ୍ରମା କରି ପୂଜାରୀଗୁଜା ଯାଇଥିଲେ। ସେଠାରେ ବିଭିନ୍ନ କମିଟି ସହ ମିଶି ବାଳକ୍ ଭାଲି ପୂଜାରୀଗୁଡା ଗ୍ରାମ ପରିକ୍ରମା କରି ଜରାମୂଳା ରାମ ମନ୍ଦିରରେ ପହଞ୍ଚି ପୂରା । ରାଲିରେ ବିଧାୟନ ଗୌରୀଶଙ୍କର ମାଝୀ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବି ଧରମା, ପ୍ରଶାନ୍ତ ନାୟକ, ଧରଣୀଧର ସିଂ, ଚନ୍ଦ୍ରଶେଖର ଜେନା ପ୍ରମୁଖ ସହଯୋଗ କରିଥିଲେ ।
ତେନ୍ତୁଳିଖୁଣ୍ଟିଠାରେ ବାଇକ୍ ଶୋଭାଯାତ୍ରା !
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



