District

ଲମାତାପୁଟ ରେ ଶ୍ରୀରାମ ନବମୀ ମହାସମାରୋହ ରେ ପାଳିତ

ଲମାତାପୁଟ ରେ ଶ୍ରୀରାମ ନବମୀ ମହାସମାରୋହ ରେ ପାଳିତ
————————————–
ଲମତାପୁଟ 27/03/2026 (ସୁଦର୍ଶନ ରଣା ଓଡିଶା ଷ୍ଟେଟ ନିଉଜ଼ ରିପୋର୍ଟର l) ଲମତାପୁଟ ବ୍ଲକ ରେ ଶ୍ରୀରାମ ନବମୀ ମହାସମାରୋହ ରେ ପାଳିତ ହୋଇଯାଇଛି! ଏହି କାର୍ଯ୍ୟକ୍ରମ ରେ ଲମତାପୁଟ ବ୍ଲକ ର ପନ୍ଦର ଗୋଟି ପଂଚାୟତ ର ରାମଭକ୍ତ ପ୍ରେମୀ ମାନେ ଯୋଗଦାନ ଦେଇ ଏକ ବିଶାଳ ପଟୁଆର ରେ ସହର ପରିକ୍ରମା କରିଥିଲେ! ଶଙ୍ଖ ହୁଳହୁଳି ଓ ରାମଦ୍ୱାନୀ ଶବ୍ଦ ରେ ଗଗନ କମ୍ପି ଉଠିଥିଲା! ସ୍ଥାନୀୟ ପୋଲିସ ବାହିନୀ ତରଫରୁ ସୁରକ୍ଷା ଯୋଗାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା!ସହର ପରିକ୍ରମା ପରେ ଶିବମନ୍ଦିର ନିକଟରେ ସମସ୍ତେ ଏକତ୍ରିତ ହୋଇଥିଲେ!

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button