District

ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ

ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ

ନବରଙ୍ଗପୁର:-ଡାବୁଗାଁରେ ଧୁମ ଧାମରେ ପାଳିତ ହେଲା ରାମ ନବମୀ। ବ୍ଲକ ସଦର ମହକୂମା ସ୍ଥିତ ଚାରିଛକ ଠାରେ ଶ୍ରୀ ରାମନବମୀ ଉପଲକ୍ଷେ ଡାବୁଗାଁ ବଣିକ ସଂଘ ତରଫରୁ ପ୍ରାୟ ୩ହଜାର ଭକ୍ତ ଙ୍କ ନିମନ୍ତେ ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ ସହ ଅନେକ ସ୍ଥାନୀୟ ଜଣ ପ୍ରତିନିଧି ଏବଂ ବଣିକ ସଙ୍ଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଡାବୁଗାଁ ଅଂଚଳର ରାମ ଭକ୍ତ ଭାଇ ଭଉଣୀ ଏହି ଅର୍ଣ୍ଣ ପ୍ରାସାଦ ବ୍ୟବସ୍ଥାରେ ସହଯୋଗ କରିଥିବା ବେଳେ ବଣିକ ସାଙ୍ଗ ତରଫରୁ ସମସ୍ତ ବ୍ୟବସ୍ଥା କରା ଯାଇଥିଲା। କେବଳ ବଣିକ ସାଙ୍ଗର ସଦର୍ଶ ମାନଙ୍କ ଇଚ୍ଛା ଶକ୍ତି ପାଇଁ ଆଜି ଡାବୁଗାଁ ରେ ଧୂମଧାମ ରେ ରାମ ନବମୀ ପାଳିତ ହେଲା ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button