ଛାତ୍ରଙ୍କ ମଧ୍ୟରେ ବଚସା ଘଟଣା ଭିଡ଼ିଓ ଭାଇରଲ ପରେ ଛାତ୍ରଙ୍କ ମୋବାଇଲ ଜବତ

ଛାତ୍ରଙ୍କ ମଧ୍ୟରେ ବଚସା ଘଟଣା ଭିଡ଼ିଓ ଭାଇରଲ ପରେ ଛାତ୍ରଙ୍କ ମୋବାଇଲ ଜବତ
ରାଇଘର, : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ଠାରେ ଥିବା ସରକାରି ଉଚ୍ଚ ବିଦ୍ୟାଳୟରେ ପାଣି ପିଇବା ପାଇଁ ନେବା ସମୟରେ ଛାତ୍ରଙ୍କ ମଧ୍ୟରେ ବଚସା ହୋଇ ଗାଳି ଦେବା ଫଳରେ
ଅନ୍ୟ ଜଣେ ଛାତ୍ର ଭିଡିଓ ଉଠାଇ ଭାଇରଲ କରିବା ନେଇ ସଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟି ଥିଲା । ଛାତ୍ରଙ୍କ ଠାରୁ କେତେକ ମୋବାଇଲ ଜବତ କରିଥିବା ପ୍ରଧାନ ଶିକ୍ଷକ ପ୍ରକାଶ କରିଥିଲେ। ସୂଚନା ଅନୁଯାୟୀ ଗତ
ମାର୍ଚ୍ଚ ୮ ତାରିଖ ରାତ୍ର ସମୟରେ ପିଇବା ପାଇଁ ପାଣି ନେବାକୁ ? ଆସିଥିଲେ । ସେହି ସମୟରେ ଅନ୍ୟ ଦୁଇଜଣ ଯୁବକ ଆମେ ଆଗ ନେବୁ କହିବାରୁ ଅନ୍ୟ ଜଣେ ଛାତ୍ର ସେହି ଦୁଇଜଣକୁ ଗାଳି ଦେଇଥିଲା । ସେହି ଦୁଇ ଜଣ ଛାତ୍ର ଗାଳି ଶୁଣି ମାରିଥିଲେ । ପାଟିରେ ଗ।ଳି.ଦେଇଥିବା ଛାତ୍ର ଛାତ୍ରକୁ ମାଡ ମାରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଆସି ଦେଖୁ ମାଡ ହୋଇଥୁବା ଛାତ୍ରକୁ ମେଡିକାଲକୁ ନେଇ ତାର ଚିକିତ୍ସା କରିଥିଲେ । ସେ ପିଲାର ଅବସ୍ଥା ଗୁରୁତର ନ ଥୁବା ପ୍ରଧାନ ଶିକ୍ଷକ ଶିକ୍ଷକ କହିଥିଲେ । ହେଲେ ମୋବାଇଲ୍ ବାରଣ ସତ୍ତ୍ବେ ମୋବାଇଲ୍ କେମିତି ଆସିଲା ଏବଂ ଭିଡ଼ିଓ ଉଠାଇ ସୋସିଆଲ ମିଡିଆରେ କେମିତି ଭାଇରଲ ହେଲ। ସଧାରଣରେ ଚର୍ଚ୍ଚା ପୁଣି ସ୍କୁଲ ର ପ୍ରଧାନ ଶିକ୍ଷକ ହୋଇଥିଲା। ଏବେ ପୁଣି କେତେକ ଛାତ୍ରଙ୍କ ଠାରୁ ମୋବାଇଲ ଜବତ କରିଥିବା ପ୍ରକାଶ ପ୍ରକାଶ କରିଛନ୍ତି।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



