District

ଦୀର୍ଘ ବର୍ଷ ପରେ ଦୁର୍ଗମ ଅଞ୍ଚଳ ଲୋକଙ୍କୁ ମିଳିଲା ପିଇବା ପାଣି

ଦୀର୍ଘ ବର୍ଷ ପରେ ଦୁର୍ଗମ ଅଞ୍ଚଳ ଲୋକଙ୍କୁ ମିଳିଲା ପିଇବା ପାଣି

ତନ୍ତୁ ଳିଖୁଣ୍ଟି,,୧୨/୩: ନବରଙ୍ଗପୁର । ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ ଅନ୍ତର୍ଗତ ପାଙ୍ଗଣ ମରା ଗ୍ରାମରେ ସ୍ୱାଧୀନର ୭୮ବର୍ଷ ବିତିଯାଇ ଦେଶ ସ୍ୱାଧୀନ ଥିଲେ ମଧ୍ୟ ମୌଳିକ ସମସ୍ୟା ପାନୀୟ ଜଳ ଓ ଗାମନାଗମନ ନିମନ୍ତେ ରାସ୍ତା ନ ଥିବା ବିଭିନ୍ନ ଖବକାଗଜମାନଙ୍କରେ ପ୍ରକାଶ ପାଇ ଆସୁଥିଲା । ନିର୍ବାଚନ ସମୟରେ ନେତାଙ୍କ ପ୍ରତିଶ୍ରୁତି ମଧ୍ଯ କମ ନ ଥିଲ। ଅଞ୍ଚଳ ବାସୀଙ୍କ । ପିଇବା ପାଣି ପାଇଁ ନାଳ ଉପରେ ଭରଷା କରିଆସୁଥିଲେ ସ୍ଥାନୀୟ ଲୋକେ । ତେବେ ପ୍ରତିଶୃତି ପାଳନ କରି ଯୁବ ବିଧାୟକ ଗୌରୀ ଶଙ୍କର ମାଝୀ ଓ ବ୍ଳକ ଯୁବ ପ୍ରଶାସକ ତଥା ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀଙ୍କ ପ୍ରୟାସରେ

ନୂତନ ନଳ କୂପ ଖନନ କରି ପାଙ୍ଗଣ ମରା ଗ୍ରାମର ୧୯ ପରିବାର ଓ ୧୨୦ ରୁ ଉର୍ଦ୍ଧ ଲୋକଙ୍କୁ ପିଇବା ପାଣି ବୁନ୍ଦା ଯୋଗାଇ ଦେଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଦୃଗମ ଅଞ୍ଚଳର ରାସ୍ତାଘାଟ ସମସ୍ୟା ସମାଧାନ ସହିତ ପାନୀୟ ଜଳ,

ବିକ।ଶ କରଣ କରିବା ପାଇଁ ପ୍ରତିଶୃତି ଦେଥିଲେ। ପ୍ରତିଶୃତି ରକ୍ଷା କରି ଛାର ପୋଦର, କାଦବେଡା, ପଙ୍ଗୋନମରା ଗ୍ରାମକୁ ଗଭୀର ନଳ କୂପ ଖନନ ଓ ଝୋରଣ ଗୁଡାକୁ ବିଦ୍ୟୁତ ସଂଯୋଗୀ କରଣ କରିଥୁବା ନ ବ ର ଙ୍ଗ ପୁ ର ବିଧାୟକ ଗୌରୀଶଙ୍କର ମାଝୀ ପ୍ରକାଶ କରିଥିଲେ I ସ୍ଥାନୀୟ ବିଡ଼ିଓ ମନୋଜ କୁ ମାର ପାଣି ଗ୍ରାହୀ ଲୋକଙ୍କ ଅଭିଯୋଗ ଅନୁଯାୟୀ ଦୁର୍ଗମ ଗ୍ରାମାଞ୍ଚଳରେ ଲୋକଙ୍କ ସହ ଆଲୋଚନା କରି ନିଜ ଉପସ୍ଥିତରେ ନଳକୂପ ଖନନ କରିଥିବାରୁ ସ୍ଥାନୀୟ ଲୋକେ ଏଭଳି ପ୍ରଶାସନ ଅଧୁକାରୀଙ୍କୁ ପାଖରେ ପାଇଁ ଆମେ ଗର୍ବ ଅନୁଭବ କରୁଥୁବା ଗ୍ରାମ ପ୍ରକାଶ କରିବା ସହ ଧନ୍ୟବାଦ ଦେଇଛନ୍ତି I

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button