District
ଜୟପୁର କାଗଜ କଳ ପୁନରୁଦ୍ଧାର ଓ ଚାଲୁ କରାଇବା ପ୍ରସଙ୍ଗରେ ମାନ୍ୟବର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ଜୟପୁର ପେପର୍ ମିଲ୍ କର୍ମଚାରୀ ସଂଘର ପ୍ରତିନିଧୂମଣ୍ଡଳ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ

ଜୟପୁର କାଗଜ କଳ ପୁନରୁଦ୍ଧାର ଓ ଚାଲୁ କରାଇବା ପ୍ରସଙ୍ଗରେ ମାନ୍ୟବର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ଜୟପୁର ପେପର୍ ମିଲ୍ କର୍ମଚାରୀ ସଂଘର ପ୍ରତିନିଧୂମଣ୍ଡଳ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରି ମିଲ୍ଟିକୁ ଶୀଘ୍ର ପୁନରୁଦ୍ଧାର କରି ଚାଲୁ କରାଇବା ପାଇଁ ଦାବି ଜଣାଇଥିଲେ।ଏହି ଆଲୋଚନାରେ ଜୟପୁର ପେପର୍ ମିଲ୍କୁ ପୁନରୁଦ୍ଧାର କରି ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି।



