ଖାଉଟିଙ୍କୁ ଉପହାସ, ମିଳୁଛି ଗମୁରା ଚାଉଳ

ଖାଉଟିଙ୍କୁ ଉପହାସ, ମିଳୁଛି ଗମୁରା ଚାଉଳ
କୋଟପାଡ଼, ଖାଦ୍ୟ ଦାତାଙ୍କ ଏ କି ନୀତି ? ଖାଉଟିଙ୍କୁ ଯୋଗାଉଛନ୍ତି ପୋକରା ଓ ଗମୁରା ଚାଉଳ ! ଅଭିଯୋଗ ପରେ ବି ନିରବଦ୍ରଷ୍ଟା ଯୋଗାଣ ବିଭାଗ କ୍ଷ ଏଭଳି କିଛି ଘଟଣା ଦେଖୁବାକୁ ମିଳିଛି କୋଟପାଡ଼ ଏନଏସି ଅଞ୍ଚଳରେ ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳରେ ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅ ସନ୍ତୋଷ ଦେଖାଦେଇଛି । ଘଟଣା ନୂଆ ନୁହେଁ, ଦୀର୍ଘ ମାସରୁ ଉଦ୍ଧ ହେବ ହିତାଧିକାରୀଙ୍କ ପେଟକୁ ଲାତ ମରାଯାଉଥିବା ଅଭିଯୋଗ କରିଛନ୍ତି କିଛି ହିତାଧିକାରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ବାରା ଖାଉଟି ମାନଙ୍କୁ ଯେଉଁ ଚାଉଳ ଦିଆଯାଉଛି ତାହା ଅତି ନିମ୍ନ ମାନର, ଯାହା ଖାଦ୍ୟୋପଯୋଗୀ ନୁହେଁ ବୋଲି ଅଭିଯୋଗ ହୋଇଛି ଯାହାକୁ ଖାଇଲେ ଭଲ ଲୋକ ମଧ୍ୟ ଅସୁସ୍ଥ ହୋଇଯିବେ ଗରିବ ଖାଉଟିଙ୍କୁ ଅର୍ଥ ଦେବା ନାଁ ରେ ଅର୍ଶଦାତା ମଜାକ କରୁନାହାନ୍ତି କରୁନା ତ ? ଏଭଳି ନିମ୍ନ ମାନର ଚାଉଳ ଖାଇବା ତ ଦୂରର କଥା, ଦୋକାନ ଙ୍କୁ ବିକ୍ରି କଲେ ବି ନେଉନାହାନ୍ତି ! କିଛି ମିଲ ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକାର କୁ ପରିଣତି ହିତାଧିକାରୀଙ୍କୁ ଭୋକଓପାସରେ ରହିବାକୁ ପଡୁଛି ବେଳେ କିଛି ହିତାଧୂକାରୀ ଅଭିଯୋଗ ଆଣିଛନ୍ତି ! ଏ ବିଷୟରେ ବିଭାଗୀୟ ଅଧିକାରୀକ ଠାରୁ ଆରମ୍ଭ କରି ସ୍ଥାନୀୟ ଜନପ୍ରତିନିଧୂଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହିତାଧିକାରୀଙ୍କୁ ଭାଗ୍ୟରେ ମେଦି ଗୁମୁରା ଚାଉଳ ଦେଖିବାକୁ ରହିଲା ଅର୍ଣ୍ଣ ଦାତାଙ୍କ ଶୁଭ ଦୃଷ୍ଟି ହିତାଧିକାରୀଙ୍କ ଉପରେ କେବେ ପଡୁଛି ବୋଲି ଆଶ। କର।ଯ।ଉଛି ।



