District

ରକ୍ତଦାନ ଶିବିର

ରକ୍ତଦାନ ଶିବିର

87TH RAISING DAY HEALTH CAMP BLOOD DONATION CAMP

ନବରଙ୍ଗପୁର,୧୧ ।୩ : ନବରଙ୍ଗପୁର ସିଆରପିଏଫ ୧୨

ବାଟାଲିୟନ କ୍ୟାମ୍ପରେ ରକ୍ତ ଦାନ ଶିବିର ସହ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କମାଣ୍ଡାଣ୍ଟ ଏନ.କେ.କେ ପ୍ରସାଦ ଏହି ଶିବିରକୁ ଉଦଘାଟନ କରିଛନ୍ତି I ସେହିପରି ସେକେଣ୍ଡ କମାଣ୍ଡର କେ କେ ସିଂହ, ଅନୀଲ କୁମାର, ଡାକ୍ତର ମଂଦନ କର, ଇନ୍ସପେକ୍ଟର ପ୍ରଦୀପ କୁମାର ସାହୁ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ | ଏଥିରେ ୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା I ରକ୍ତଦାନରେଜଳନ୍ଦେର ଭଟ, ପରମା ନନ୍ଦ ମେଟ୍ରି, ପ୍ରଦୀପ କୁମାର ବିଷୋୟୀ, ସୁକାନ୍ତ ସେନାପତି, ଅନୀଲ କୁମାର ମଲ, ଏମ ଶଙ୍କର ରାଓ, ଧୂରଜ ବେନିଆଁ ସହ ଅନ୍ୟମାନେ ରକ୍ତ ଦାନ କରିଥିଲେ।

ସିଆରପିଏଫ ୮୭ ତମ ଦିବସ

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button