District

ଝିରୀଝିରା ଗାଁ ନିକଟସ୍ଥ ପଡିଆରେ ବିଶ୍ୱ ଶାନ୍ତି ମହାସଭା ଅନୁଷ୍ଠିତ।

ଝିରୀଝିରା ଗାଁ ନିକଟସ୍ଥ ପଡିଆରେ ବିଶ୍ୱ ଶାନ୍ତି ମହାସଭା ଅନୁଷ୍ଠିତ।

(ଓଡି଼ଶା ଷ୍ଟେଟ୍ ନ୍ୟୁଜ୍ ଦିଲ୍ଲୀପ ଖରା ରିପୋର୍ଟର)କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ପୁକାଲି ପଞ୍ଚାୟତ ଅଧୀନ ଝିରୀଝିରା ଗ୍ରାମ ନିକଟସ୍ଥ ପଡିଆରେ ଆଜି କ୍ରିଷ୍ଟିଆନ ୟୁନିଅନ ପକ୍ଷରୁ ବିଶ୍ୱ ଶାନ୍ତି ମହାସଭା ଆୟୋଜିତ ହୋଇଯାଇଛି ଏହି ଅବସରରେ ରାଜସ୍ଥାନ ଜୟପୁରରୁ ଆସିଥିବା ଆଚାର୍ଯ୍ୟ ବିକାଶ ମସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାକୁ ଉଦ୍ଘାଟନ କରିଥିଲେ। ନିଜ ଭାଷଣରେ ସେ ଯୀଶୁ ଖ୍ରୀଷ୍ଟଙ୍କ ଶାନ୍ତି,ପ୍ରେମ ଆନନ୍ଦ ଉଳାସ ଓ ଭାଇଚାରାର ବାର୍ତ୍ତା ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ଉଦ୍ବୋଧନ କରିଥିଲେ।ଏହି ମହାସଭାରେ ଅନେକ ଭକ୍ତ ଓ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହି ବିଶ୍ୱ ଶାନ୍ତି ଓ ସମ୍ମିଳନ ପାଇଁ ପ୍ରାର୍ଥନା କରିଥିଲେ ଏହି ସଭାରେ ଜଗଦେଇଥିଲେ କୋରାପୁଟ ପୂର୍ବତନ ବିଧାୟକ ରଘୁରାମ ପଡାଲ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button