District
ବାଳିକା ଆଶ୍ରମର ତଦାରଖ କଲେ ମନ୍ତ୍ରୀ

ବାଳିକା ଆଶ୍ରମର ତଦାରଖ କଲେ ମନ୍ତ୍ରୀ
ନବରଙ୍ଗପୁର,୭/୩: ଜିଲ୍ଲା ସଦର ମହକୁମା ମାଝିଗୁଡାରେ ଥିବା ଉତ୍କଳ ବାଳିକା ଆଶ୍ରମର ତଦାରଖ କରିଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ | ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା ପ୍ରମୁଖ ମନ୍ତ୍ରୀଙ୍କ ତଦାରଖ ସମୟରେ ଉପ ସ୍ଥି ତ ଥି ଲେ | ଅ ନ୍ତ ବ । ସୀ 1 ଙ୍କୁ ପାଠପଢ଼ା ସମ୍ପର୍କରେ ମନ୍ତ୍ରୀ ପଚାରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ | ଆଶ୍ରମର ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଶ୍ରମର ଅଧୀକ୍ଷକ ଓ ଡିସିପିଓ ସୁରେଶ ପଟ୍ଟନାୟକଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ |



