ଲାଉଡ଼ି ଆଶ୍ରମ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ।

ଲାଉଡ଼ି ଆଶ୍ରମ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ।
( ରିପୋର୍ଟ ଦିଲ୍ଲୀପ ଖରାଙ୍କ ଓଡି଼ଶା ଷ୍ଟେଟ ନ୍ୟୁଜ)କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟାଙ୍ଗି ବ୍ଲକର ସୁଙ୍କି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଲାଉଡ଼ି ଆଶ୍ରମ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ପାଳିତ ଉତ୍ସାହ ଓ ଆନନ୍ଦ ସହିତ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ଡିଆଇ ମୁଖ୍ୟ ବକ୍ତା ଅୟଜ କୁମାର ମିଶ୍ର ସହ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି, ଡାବୁଲୁଓ ଅନିଲ କୁମାର ସେଟି ପଟାଙ୍ଗି ଯୋଗଦେଇ ଚଟ ଚଟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାକୁ ପ୍ରଥମ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସାସଂଦ ପ୍ରତିନୀଧି ଶୁକ୍ରା ଖରା, ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କା, ଜିଲ୍ଲା ପରିଷଦ ଟିକାଏ ଗେମେଲ୍, ସୁଙ୍କି ସରପଞ୍ଚ କୁମାରୀ ପାନ୍ଦି, ପଟାଙ୍ଗି ସରପଞ୍ଚ ଆଲମେ ଫୁଲ,ଏଥିରେ ମଧ୍ୟରୁ ଅଞ୍ଜଳର ଆଖ ପାଖର ଶିକ୍ଷକ ଶିକ୍ଷୟତ୍ରୀ ଜଗୋଦେ ଥିବାବେଳେ, ଗୁଗାଗୁଡା ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାୟୀକ୍। ସିଫାଇପୁଟ ପ୍ରଧାନ ଶିକ୍ଷକ ରାଜ କୁମାର କନ୍ଦପାନ୍, ଥୁରିଆ ପ୍ରଧାନ ଶିକ୍ଷକ କ୍ରୁପାପ୍ରସାଦ ଜାନୀ, ପୁକାଲି ପ୍ରଧାନ ଶିକ୍ଷକ ରୁଶିକେସ୍ ସାହୁ, ଚନ୍ଦକା ପ୍ରଧାନ ଶିକ୍ଷକ ଦିବ୍ୟାନନ୍ଦ ଖସଲା, ଚନ୍ଦକା ଗାଲ୍ସ ସ୍କଲର ପ୍ରଧାନ ଶିକ୍ଷକ ଫୁଶଫଲତା ବାରିକ , ଦେଓପଟାଙ୍ଗି ପ୍ରଧାନ ଶିକ୍ଷକ ନାରାୟଣ ମାଝୀ , ସ୍କୁଲ ସଭାପତି ମାଦୁରୀ ଧାଡି, ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ମୁଖ୍ୟ ଅତିଥିମାଙ୍କ ଉଦ୍ବୋଧନରେ କହିଥିଲେ ପିଲା ଯେ ଶିକ୍ଷା ସମସ୍ତ ଅନ୍ଧକାରକୁ ଦୂର କରି ଜୀବନକୁ ଆଲୋକିତ କରେ। ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରାପ୍ତି ପାଇଁ ଏହି ମୂଲ୍ୟବାନ ସମୟକୁ ସଦ୍ବ୍ୟବହାର କରିବାକୁ ଓ ୧ ନମ୍ବର ଛାତ୍ର ଛାତ୍ରୀ ପାଇଁ ଅଧିକ ପ୍ରୟାସ କରିବାକୁ ଆହ୍ୱାନ ଜଣାଇଥିଲେ। ସେମାନେ କହିଥିଲେ ଯେ ଶିକ୍ଷା ହିଁ ଏକ ବିକାଶଶୀଳ ରାଷ୍ଟ୍ରର ପରିଚୟ ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ଦିଶାରୀ ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟର ଶିକ୍ଷାଗତ ସଫଳତା ଓ ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ କବାଡି ଗିତ ନାଛ ଖେଳରେ ପାଠରେ ଯୋଗଦେଇ ସଫଳତା ଅର୍ଜନ କରିଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେଙ୍କ ଉପସ୍ଥି ରହି ପୁରସ୍କାର ପ୍ରଦାନ କରିଥିଲେ। ସମସ୍ତ ଶିକ୍ଷକ–ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିଲା।



