District

ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟ ପାଇଁ ସଚେତନତା କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟ ପାଇଁ ସଚେତନତା କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟ ନିମନ୍ତେ,

ସଚେତନତା କାର୍ଯ୍ୟକ୍ରମ ଗ୍ରାମ
ପଞ୍ଚାୟତ ମେଣ୍ଟି ସମିତି ନନ୍ଦ। ହାଣ୍ଡି।

ନନ୍ଦାହାଣ୍ଡି,୨୮/୨: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ଗ୍ରାମପଞ୍ଚାୟତରେ

ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ସୌମ୍ୟ ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସହ ହିତାଧିକାରୀ ମାନଙ୍କୁ ଗୃହ ନିର୍ମାଣର ବୈଷୟିକ ଦିଗ ଉପରେ ମାର୍ଗଦର୍ଶନ ଦେଇ, ଆବାସ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ କରିନଥିବା ହିତାଧିକାରୀ ମାନଙ୍କୁ ୨୦୨୬ ମାର୍ଚ୍ଚ ୨୭ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ମେଣ୍ଟ୍ରି ଗ୍ରାମପଞ୍ଚାୟତ ସରପଞ୍ଚ ଦେବୀ ମାଝୀ, ଏସିଡ଼ିଓ ସୁନେଲି ସ୍ବପ୍ନ ଖୋସଲା, ଯୋଗାଣ ସହାୟକ ଋକ ସୁଦର୍ଶନ ବିଷୋୟୀ, ଗ୍ରାମପଞ୍ଚାୟତ ପ୍ରଧାନମନ୍ତ୍ରୀ ଗୃହ ଆବାସ ହିତାଧିକାରୀ, ଗ୍ରାମର ଭଦ୍ରବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତର ସମସ୍ତ ଉପସ୍ଥିତ ଥିଲେ ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button