District

ନବରଙ୍ଗପୁର ସାଂସଦ ଭାରତ -ପର୍ତ୍ତୁଗାଲ ସାଂସଦୀୟମିତ୍ରତା ଗୋଷ୍ଠୀର ସଦସ୍ୟ

ନବରଙ୍ଗପୁର ସାଂସଦ ଭାରତ -ପର୍ତ୍ତୁଗାଲ ସାଂସଦୀୟମିତ୍ରତା ଗୋଷ୍ଠୀର ସଦସ୍ୟ

ନବରଙ୍ଗପୁର, ୨୮/୦୨ : ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ
ଦ୍ବାରା ନବରଙ୍ଗପୁର ସାଂସଦ ଇଂ. ବଳଭଦ୍ର ମାଝୀଙ୍କୁ ଭାରତ—ପର୍ତ୍ତୁଗାଲ ସାଂସଦୀୟ ମିତ୍ରତା ଗୋଷ୍ଠୀର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ଏଥିପାଇଁ ଜିଲ୍ଲା ବିଜେପି ଓ ବିଭିନ୍ନ ମହଲ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button