District

ଜାତିପ୍ରଥାର ନଗ୍ନ ଚିତ୍ର

ଜାତିପ୍ରଥାର ନଗ୍ନ ଚିତ୍ର:ତ। ୨୫/୨ ନବରଙ୍ଗପୁର ଜିଲ୍ଳାର ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ଗ୍ରାମର ଦୁର୍ଯ୍ୟୋଧନ

ମାଝୀଙ୍କ ଝିଅମାନେ ଅନ୍ୟ ଜାତିରେ ରେ ବିବାହ କରିଥିବାରୁ ତାଙ୍କ ମୃତ୍ୟୁ ପରେ ସାହି ଭାଇ ମୃତଦେହକୁ କାନ୍ଧ ଦେଇ ନ ଥିଲେ। ମଙ୍ଗଳବାର ମୃତକଙ୍କ ଭଉଣୀ, ଭାଣେଜୀ, ସାନ ଝିଅ ଓ ପୁଅ ମୃତଦେହ କାନ୍ଧେଇ ଶ୍ମଶାନକୁ ନେଉଛନ୍ତି।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button