District

ଭୋଟର ଏବଂ ଆଧ।ର କ।ଡ୍ ନଥିବ।ରୁ ସମସ୍ତ ସରକ।ରୀ ଯୋଜନ।ରୁ ବଞ୍ଚିତ ର।ମବତୀ ଗଣ୍ଡ

ଭୋଟର ଏବଂ ଆଧାର କାର୍ଡ ନ ଥିବାରୁ ସମସ୍ତ ସରକାରୀ ଯୋଜନା ରୁ ବଞ୍ଚିତ ରାମବତୀ ଗଣ୍ଡ

ରାଇଘ ଇଘର, ୧୯।୨ ସ୍ଵାମୀ ମୃତ୍ୟୁକୁ ୮ ବର୍ଷ ବିତିଗଲାଣି, ବିଧବା ରୁ ବୃଦ୍ଧା ପାଲଟି ଗଲାଣି ତଥାପି ଭତ୍ତାରୁ ବଂଚିତ ରହିଛି ଜଣେ ମହିଳା । ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ଦେବାଗା ନବାଗା ପଂୟୟତର କୁରୁବେଳା ଗ୍ରାମର ରାମବତୀ ଗଣ୍ଡ ଙ୍କ ବୟସ ପାଖା ଖାପାଖ୍ ୭୭ବର୍ଷ ହୋଇଥ‌ିବା ବେଳେ ସ୍ଵାମୀ ମୃତ୍ୟୁକୁ ୮ ବର୍ଷରୁ ด ହୋଇଗଲାଣି ଗୋଟେ ବୋଲି ପୁଅ ତୁଳାରାମ ଗଣ୍ଡ ମୁଣ୍ଡ ଠିକ ରେ କାମ କରୁନି ଭଙ୍ଗା ଘରେ ମା ପୁଅ ରହୁଥ‌ିବା ବେଳେ ଳେ ଲୋକଙ୍କ ଘରେ କୁଲି କାମ କରି ମା ପୁ ପୁଅ ଗୁଜ ରାଣ ମେଣ୍ଟାଉ ଥିବା ବେଳେ ଋଉଳ ମଧ୍ଯ ମିଳୁନି ପରିବାର ଦୁଇ ଜଣଙ୍କୁ ସଚେତନ‌ତା ଅଭାବ ସାଙ୍ଗକୁ ପ୍ରଶାସନ ଅଧିକାରୀ ମାନଙ୍କ ଅବହେ ହେଳା ଯୋଗୁଁ ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ବି ମିଳିନି ଭୋ ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ ପାଇଁ ଅନେକ କ ଥର ଅ ଆବେଦନ କରି ଥିଲେ ହେଁ ଏଯାଏ ଭୋଟର କାର୍ଡ ଆଧାର କାର୍ଡ ହୋଇପାରିନି ଫଳରେ ବିଧବା ଭତ୍ତା କି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରି ପାରୁନଥିବା ଥ‌ିବା ସେ ଦୁଃଖର ସହ ପ୍ରକାଶ କରିଛନ୍ତି ତେଣୁ ପ୍ରଶ୍ନ ପ୍ରଶାସନ ତତ୍ପରତା ଦେଖେଇ ଉଭୟ ଭୋଟର କାର୍ଡ ଓ ଆଧାର କାର୍ଡ କରିଦେବା ସହିତ ଯଥାଶୀଘ୍ର ବାଦ୍ଧକ୍ୟ ଭତ୍ତା ଯୋଗେଇ ଦେବାକୁ ଗ୍ରାମବାସି ଦାବୀ କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button