District

ଜୟପୁର,୧୮/୨: ଜବରଦଖଲରେ ଥିଲେ ସାଧାରଣ ଲୋକଙ୍କୁ ହଟାଯାଉଛି। ବେଆଇନ ପାର୍କି କଲେ ଆଦାୟ କରାଯାଉଛି ଜୋରିମାନା। ଅଥଚ ସହରର ଜଣେ ହୋଟେଲ ବ୍ୟବସାୟୀଙ୍କୁ ସବୁ ମାଫ୍। ଏନ୍ଏଚ୍ ଅବରୋଧ କରି ଗ୍ରାହକଙ୍କ

ଗାଡ଼ିମୋଟର ପାକିଂ କରାଯାଉଥିଲେ ବି

ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ଯନ୍ତ୍ରୀ କହିଛନ୍ତି ।

ବ୍ୟବସାୟୀଙ୍କ ଦେହରେ ହାତ ମାରିପାରୁନି ପ୍ରଶାସନ। କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏବେ ଏନ୍‌ଏଚ୍ ଜାଗାରେ ପେଭରବୃକ ପକାଇବା କାମ ଆରମ୍ଭ କରିଛନ୍ତି। ଏଥିଲାଗି କୌଣସି ଏହି ଜଣ।ଇ ନଥିବା ଜଣାପଡିଛି। ପରିତାପର ବିଷୟ, ଏପର୍ଯ୍ୟନ୍ତ ତାଙ୍କ ଏନ୍ଏଚ୍ ଅବରୋଧ କରି ଯେଭରବକ କାର୍ଯ୍ୟାନୁଷ୍ଠାନ।

ସ୍ଥାନୀୟ ଟାଇନଥାନା ନିକଟରେ ଏହି ହୋଟେଲ। ଏହାର

ଗ୍ରାହକଙ୍କ ଗାଡ଼ିମୋଟର ପାକିଂ କରାଯାଉଛି। ଥାନା ନିକଟରେ ଥିଲେ ବି ବେଆଇନ ପାକିଂ ବାବଦରେ କେବେ ଜୋରିମାନା ଆଦାୟ କରାଯାଇନି। ରାସ୍ତା ଅବରୋଧ କରାଯାଇଥିଲେ ବି ଏନ୍‌ଏଚ୍ ବିଭାଗ କିମ୍ବା ପୌରାପାଳିକା ପକ୍ଷରୁ ନିଆଯ।ଇନି କୌଣସି କାର୍ଯ୍ୟାନୁଷ୍ଠାନ ହୋଟେଲ ମାଲିକଙ୍କୁ ତାଗିଦ ବି କରାଯାଇନି। ଏହାର ସୁଯୋଗ ନେଇ ପ୍ରଥମେ ପାକିଂ ଜାଗାର କେତେକ ସ୍ଥାନରେ କଂକ୍ରିଟ କରାଯାଇଥିଲା । ସବୁ ବିଭାଗ ଚୁପ୍ ରହିବା ଯୋଗୁ ଏବେ ହୋଟେଲ ଆଗରେ ଏନ୍ଏଚ୍ ଜାଗାରେ ପକାଯାଉଛି ପେଭରବୃକ। ସ୍ଥାୟୀ ପାକିଂ ବ୍ୟବସ୍ଥା କରାଯାଉଛି।

ରାସ୍ତା ବି ନିର୍ମାଣ କରିଥାଇପାରେ। ଏହାର ଏ ସମ୍ପର୍କରେ ଆମେ ଏନ୍‌ଏଚ୍ ଯନ୍ତ୍ରୀ ବିଶ୍ୱଜିତ ବରାଳଙ୍କୁ ପଚାରିବାରୁ କହିଛନ୍ତି, ବିଭାଗ ପକ୍ଷରୁ ପେଭରବ୍ଳକ ରାସ୍ତା ନିର୍ମାଣ କରାଯାଇନି। ଏଥିଲାଗି କେହି ବିଭାଗର ଅନୁମତି ନେଇନାହାନ୍ତି। ପୌରପାଳିକା ତଦନ୍ତ କରାଯିବ। ଜାଗା ମାପିବା ଲାଗି ରହିଛି ତହସିଲଦାରି ଏ ପାକିଂ ପରେ ବେଆଇନ ଭାବେ କରାଯାଇଥିଲେ ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button