କୋରାପୁଟ ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣ। ପରେ ଗୁପ୍ତେଶ୍ବର କୁ ବିଦେଶୀଙ୍କ ସୁ ଅ ଛୁଟିଛି
କୋରାପୁଟ ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା ପରେ

ଗୁପ୍ତେଶ୍ବରକୁ ବିଦେଶୀଙ୍କ ସୁଅ ଛୁଟିଲା
ବୈପାରିଗୁଡା,ତା୧୫/୨
କୋରାପୁଟ ଜିଲ୍ଲାକୁ ଲାକୁ ଏକ ମାଓ ପ୍ରବଣ ଅଞ୍ଚଳ ରୂପେ ପରିଗଣିତ କରାଯାଉ ଥିଲା ଚୂଲା । କିନ୍ତୁ ବର୍ତମାନ ଜିଲ୍ଲାକୁ ସମ୍ପୁର୍ଣ ରୂପେ ନକ୍ସଲ ମୁକ୍ତ ଘୋଷଣା କରାଯିବା ପରେ ଲୋକେ ବର୍ତ୍ତମାନ ଆଶ୍ବସ୍ତି। ବୈପାରିଗୁଡା ବ୍ଲକର ୨୦ଟି ପଞ୍ଚାୟତରୁ ୧୫ଟି ପଞ୍ଚାୟତ ନକ୍ସଲ ପ୍ରବଣ ରହିଥିଲା| ବିଶେଷ କରି ବ୍ଲକରେ ରହିଥିବା ଜାତୀୟସ୍ତରର ପର୍ଯ୍ୟଟନ ସ୍ଥଳୀ ଗୁ )ପ୍ତେଶ୍ବରକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ କମିଯାଇଥୁଲା ଯାହା ଫଳରେ ବେପାରୀଙ୍କ ବ୍ୟବସାୟରେ ମଧ୍ୟ ବହୁ କ୍ଷତି ପରିଲକ୍ଷିତ ହୋଇଥିଲା ଦୀର୍ଘ ବର୍ଷ ପରେ ଏବେ ଗୁପ୍ତେଶ୍ବରକୁ ବିଦେଶୀଙ୍କ ସୁଅ ଛୁଟିଛି ଶନିବାର ବହୁ ବିଦେଶୀ ପର୍ଯ୍ୟଟକ ଗୁପ୍ତେଶ୍ବର ପରିଭ୍ରମଣ କରି ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିର ଝଲକ
ଦେଖୁଥିଲୋ ପର୍ଯ୍ୟଟକମାନେ ଦୁରୁଆ ଜନଜାତି ମାଳି ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷ ଖରିଦ କରି ନେଉଥିବା ଦେଖୁବାକୁ ମିଳିଥିଲାବେଳେ ଗୁପ୍ତେଶ୍ବରର ମନରୋମ ଦୃଶ୍ୟ ଦେଖ୍ ଚକିତ ହୋଇଥିଲୋ ନିଜର ଅନ୍ୟ ସାଙ୍ଗସାଥ୍ଙ୍କୁ ମଧ୍ୟ ସେମାନେ ଏହି ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ଅବଗତ
କରାଇବେ ବୋଲି କହିଥିଲୋ ଗୁପ୍ତେଶ୍ବର ଅଂଚଳଟି ସଂପୂର୍ଣ ନକ୍ସଲଙ୍କ କବଜାରେ ରହିଥିଲା ତେଣୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକ ମଧ୍ୟ ଏଠାକୁ ଆସିବାକୁ ଭୟ କରୁଥିଲୋ ଏବେ ସ୍ଥିତି ବଦଳିଛି ଗୁପ୍ତେଶ୍ବର ଅଂଚଳଟି ସଂପୂର୍ଣ୍ଣ ମାଓ ମୁକ୍ତା ପର୍ଯ୍ୟଟକ ସ୍ବଚ୍ଛନ୍ଦରେ ଏଠାରେ
ବୁଲାବୁଲି କରିପାରିବେ ପର୍ଯ୍ୟଟନ ଋତୁ ହୋଇଥିବାରୁ ଆଗାମୀ ଦିନରେ ମଧ୍ୟ ବହୁ ବିଦେଶୀ ପର୍ଯ୍ୟଟକ ଆସିବେ ବୋଲି ଅନୁମାନ କରାଯାଏ| ତେବେ ଯେତେ ବିଦେଶୀ ପର୍ଯ୍ୟଟକ ଆସିବେ ଏହି ଅଂଚଳର ବିକାଶ ସେତିକି ହେବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି



