ମୂଖ୍ଯ ମନ୍ତ୍ରୀ ଶ୍ରୀ ମୋହନ ଚରଣ.ମ।ଝି ନବରଙ୍ଗପୁର ଗସ୍ତ
ମୁଖ୍ୟମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ :ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା‘ର ଶୁଭାରମ୍ଭଏବଂ ପ୍ରସ୍ତାବିତ ନୂତନ ଭେଷଜ ମହାବିଦ୍ୟାଳୟ ର ଭିଭିପ୍ରସ୍ତର ସ୍ଥାପନ

ନବରଙ୍ଗପୁର:- ତା-୧୪/୨
୧୪/୦୨/୨୦୨୬ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନବରଙ୍ଗପୁର ଜିଲ୍ଲା ଗସ୍ତ ପୂର୍ବକ ରାଜ୍ୟ ସରକାରଙ୍କ ନୂଆ ଯୋଜନା *ଶ୍ରୀ ଜଗନ୍ନାଥ ଦର୍ଶନ ଯୋଳନା’ ର ଶୁଭାରମ ସହ ନବରଙ୍ଗପୁର ଜିଲ୍ଲାରେ ନୂତନ ଭେଷଜ ମହାବିଦ୍ୟାଳୟ ଯାହା ୧୦୦ ଏମ ବି ବି ଏସ ସିଟ ଏବଂ ୪୨୦ ଶଯ୍ୟା ବିଶିଷ୍ଟ ହେବ, ତାହାର ଭିରିପ୍ରସ୍ତର ସ୍ଥାପନ କରିଛନ୍ତି । ସ୍ଥାନୀୟ ନୂତନ ମଣ୍ଡେଇ ପଡିଆ ହିର୍ଲି ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନବରଙ୍ଗପୁର ଜିଲ୍ଲାରେ ୪୪୬ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ବିଭାଗୀୟ ଉନ୍ନତିମୂଳକ ପ୍ରକଳ୍ପ ର ଶୁଭ ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ବିଶାଳ ସମାବେଶ ରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଭାଗ ମନ୍ତ୍ରୀ ମହାଲିଙ୍ଗ, ଲୋକସଭା ସ ସାଂସଦ ସଭା ସାଂସଦ ବଳଭଦ୍ର ମାଝି, ରାଜ୍ୟସଭା ସ ବୁ ଗାଁ ବିଧାୟକ ମୂଜିବୁଲା ଖାଁ, ଚାବୁ ରୀ, ନବରଙ୍ଗପୁର ମନୋହର ରାନ୍ଧାରୀ, ନ ବିଧାୟକ ଗୌରୀ ଶଙ୍କ ଶଙ୍କର ମାଝୀ, ଝରି ଗାଁ ବିଧାୟକ ନରସିଂହ ଭତରା, ମାଲକାନଗିରି ବିଧାୟକ ନରସିଂହ ମାଡ ମାଡକାମି, କୋଟପାଡ଼ ବିଧାୟକ ରୂପୂ ଲତରା ବରେଣ୍ୟ
ଅତିଥି ରୂପେ ଯୋଗ ଯୋଗ ହେଇଥିଲେ
ବିଭାଗ ସଚିବ ଶାଶ୍ଵତୀ ଏସ, ବାଣିଜ୍ୟ ଓ ପରିବହନ ବି ବିଭାଗ ସଚିବ ଏସ ରାଜପୁତ, ପର୍ଯ୍ୟଟନ ବିଭାଗ ସଚିବ ବଲୱର ସିଂ, ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ଵାଇଁ ପ୍ରମୁଖ ମଞ୍ଚରେ ରେ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ସ୍ଥିତ ଥିଲେ ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅସ୍ନାଥ ଏସ ସ୍ଵାଗତ ଭାଷଣ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ଆର୍ଥକ ଦୁର୍ବଳ ଶ୍ରେଣୀ ର ଲୋକଙ୍କୁ କୌଣସି ଦୂରତା ଓ ଅର୍ଥ ବାଧକ ହେବ ନାହିଁ ।ନୂଆ ଯୋଜନା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ ରେ ଆର୍ଥକ ଅନଗ୍ରସର ଶ୍ରେଣୀର ୬୦ ରୁ ୭୫ ବର୍ଷ ବୟସ ମଧ୍ୟରେ ଥିବା ବରିଷ୍ଠ ନାଗରିକ ଏବଂ ୭୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ବିଧବା ମହିଳା ନା ମାନେ ଅନ୍ତର୍ଭୁକ୍ତ
ସରକା ସରକାରୀ ଭେଷଜ ମହାବିଦ୍ୟାଳୟ ସ୍ଥାପନ ପନ ହେଲେ ନବରଙ୍ଗପୁର ଜିଲ୍ଲା ସହିତ ହିତ ନିକଟବର୍ତ୍ତୀ ଜିଲ୍ଲାର ଜନ ସାଧାରଣ । ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ପାଇପାରିବେ। ନବରଙ୍ଗପୁର ଜିଲ୍ଲାର ସର୍ବାଙ୍ଗୀନ ନ ଉନ୍ନତିରେ ରାଜ୍ୟ ସରକ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ରହିଛି ବୋଲି କହିଥିଲେ ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ବକ୍ତବ୍ୟରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଅନ୍ତର୍ଭୁକ୍ତ ତୀର୍ଥଯାତ୍ରୀ ମାନଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ଓ ଆଧ୍ୟାତ୍ମିକ ଅନୁଭୂତି ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧି ହେବ ବୋଲି କହିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ଓ ପରିବାର । କଲ୍ୟାଣ ବିଭାଗ ମନ୍ତ୍ରୀ ନିଜ ବକ୍ତବ୍ୟରେ ରାଜ୍ୟ ସରକାର ଭେଷଜ ମହାବିଦ୍ୟାଳୟ ସ୍ଥାପନ କରି ଜନ ସାଧାରଣ ଙ୍କ ବହୁ ଦିନର
ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ସବୁ ବେଳେ ଚେଷ୍ଟିତ ବୋଲି କହିଥିଲେ |ଲୋକ କସଭା ସାଂସଦ, ରାଜ୍ୟସଭା ସାଂସଦ, ନବରଙ୍ଗପୁର ବିଧାୟକ ଏବଂ ଝରି ଗାଁ ବିଧାୟକ ନୂତନ ଭେଷଜ ମହାବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ପାଇଁ ୪୪୬ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ୧୭୭ ଟି ବିକାଶମୂଳକ ପ୍ରକଳ୍ପ ର ଶୁଭାରମ୍ଭ କରିଛନ୍ତି । ଏଥିରେ ୬୮ କୋଟି ମୂଲ୍ୟର ୧୧୨ ଟି ପ୍ରକଳ୍ପ ର ଉଦଘାଟନ ଓ ୩୭୮କୋଟି ମୂଲ୍ୟର ୬୫ ଟି ପ୍ରକଳ୍ପ ର ଭିତି ପୁସ୍ତର ରହିଛି । ଶି କ୍ଷା, ସୃସ୍ଥ୍ୟ, ସଡ଼କ, ସେଗୁ, ହଷ୍ଟେଲ, ସରକାରୀ ଗୃହ, ବନ ସୁରକ୍ଷା, ଅଙ୍ଗନବାଡି ଆଦି ପ୍ରକଳ୍ପ ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନ୍ନାଥଙ୍କ ଯୋଜନା ଅନ୍ତର୍ଭୁକ୍ତ ୫
ଶ୍ରମିକ କଲ୍ୟାଣ ଯୋଜନାରେ ଅନ୍ତର୍ଭୂକ୍ତ ୬ ଜଣ ହିତାଧୁକାରୀ ଙ୍କୁ ୭,୨୭,୪୦ १,४००० ସହାୟତା ରାଶି, ସାମାଳିକ ସୁରକ୍ଷା ଯୋଜନା ରେ ୪ ଜଣ ହିତାଧୀକାରୀ ଙ୍କୁ ୨,୫୩,୫୦୦ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ୧୪୮ ଜଣ ତୀର୍ଥଯାତ୍ରୀ ଏବଂ ୧୨ ଜଣ ନୋଡାଲ ଅଧୁକାରୀ ଙ୍କୁ ନେଇ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ନେଇ ଯାଇଥୁବା ୪ ଟି ବସ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଗିରି ପ୍ରସ୍ତର ସ୍ଥାପନ ରେ ନବରଙ୍ଗପୁର ଭେଷଜ ମହାବିଦ୍ୟାଳୟ ବ୍ୟତୀତ ମଣ୍ଡେଇ ପଡିଆ ଉନ୍ନତି, ବାଇପାସ୍ ରୋଡ, ଇନ୍ଦ୍ରାବତୀ ସେତୁ, ଜିଲ୍ଲାପାଳ ଙ୍କ ନୂତନ କାର୍ଯ୍ୟଳୟ,ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟଳୟ ଧୋରୂପାରା ସେତୁ ଏଭଳି ଅନେକ ବିଭାଗୀୟ ପ୍ରକଳ୍ପ ରହିଛି। ଶେଷରେ ପର୍ଯ୍ୟଟନ ବିଭାଗ ର ସଚିବ ବଲବନ୍ତ ସିଂ



