ଜୟପୁର ଜିଲ୍ଲା ଚିକିତ୍ସାଳୟରେ ହୋଇ ପ।ରୁ ନ।ହିଁ ରକ୍ତ ପରୀକ୍ଷା
ଜୟପୁର ଜିଲ୍ଲା.ଚିକିତ୍ସାଳୟରେ ହୋଇପାରୁନି ରକ୍ତ ପରୀକ୍ଷା
ଡେଙ୍ଗୁ, ଥାଲାସେମିଆ ରୋଗୀ ହୀନସ୍ତା
ଭିଭିଭୂମିକୁ ଜୟପୁର, ୧୪/୨ : ଭିଭି ଦେଖ୍ ଦେଖ୍ର ଖୁସ୍ । କିନ୍ତୁ ଚିକିତ୍ସା ସେବା ପାଇବାକୁ ଜୟପୁର ଜିଲା ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ରୋଗୀ ଦୁର୍ଦଶା ଭୋଗୁଛନ୍ତି । ଜିଲା ଚିକିତ୍ସାଳୟରେ ସ୍ଥାଳୟରେ ରାସାୟିକ ପଦାର୍ଥ ନଥୁବା ବାରୁ ଅତିରୁ ଅତି ଗୁରୁତ୍ବପୂର୍ଣ ஒெ ପରୀକ୍ଷା କରାଯାଇ ପାରୁ ପ ନାହିଁ I ଡେଙ୍ଗୁ ଙ୍ଗୁ, ଥାଲାମେସିଆ ରୋଗୀଙ୍କ ଚିକିତ୍ସା ଏହି ଏହି ଚିକିତ୍ସାଳୟରେ ହୋଇ ପାରୁନି । ଗତ ତ ଦିନରେ ଜୟପୁର ଚିକିତ୍ସାଳୟରେ ରକ୍ତ ପରୀକ୍ଷା କରିବାକୁ କୁ ଆଗୁଆ ରସାୟନି ନିକ ଦ୍ରବ୍ଯ ଗଚ୍ଛିତ ରହୁଥିଲା। ଚଳିତ ବର୍ଷ ଜାନୁୟାରୀ ଗାରୀ ମାସରୁ ରକ୍ତ ପରୀକ୍ଷା ପାଇଁ ଉ ଉଦିଷ୍ଟ ରାସାୟନିକ ନିକ ଦ୍ରବ୍ୟ ସରି ଯାଇଥିବାରୁ ସିବିସି ଓ ଇଲକଟ୍ରୋଲାଇଟ ପରୀକ୍ଷା କରାଯାଇପାରୁ ନାହିଁ। ଏହି ପରୀକ୍ଷା ପାଇଁ ପୂର୍ବରୁ ରୋଗୀଙ୍କୁ ମାତ୍ର ୨ ରୁ ୪ ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା। ସଂପ୍ରତି ୨୪ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଯେଉଁଥ୍ ପାଇଁ ଏହି ଡାକ୍ତରଖାନାରେ ଡେଙ୍ଗୁ, ଥାଲମେସିଆ ଓ ରକ୍ତହୀନତାରେ ଶୀକାର ହୋଇ ଚିକିତ୍ସା ପାଇଁ ଆସୁଥିବା ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲା ଚିକିତ୍ସାଳୟରେ ପ୍ରଶାସନିକ ବ୍ୟବସ୍ଥାରେ ତ୍ରୁଟି କାରଣରୁ ରୋଗୀଙ୍କ ଅବସ୍ଥା ସାଂଘାତିକ ବୋଲି
ଚିକିତ୍ସା କରୁଥିବା ଖୋଦ ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି । ଆ । ଆଗାମୀ ଦିନରେ ଜିଲା ଚିକିତ୍ସାଳୟର ଅବହେଳା ପ୍ରତିବାଦରେ ଥାନାରେ ଏତଲା ଦିଆଯିବ ବୋଲି ସାମାଜିକ କର୍ମୀମାନେ ଚେତାବନୀ ଦେଇଛନ୍ତି । ଦ୍ଵିତୀୟ ସପ୍ତାହରୁ ସିବିସି ଜାନୁୟାରୀ ପରୀକ୍ଷା ଷା ଜିଲା ଚିକିତ୍ସାଳୟରେ ହୋଇପାରୁନି। ଡେଙ୍ଗୁ ଓ ରକ୍ତହୀନତା ରୋଗୀ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଲେ ସିବିସି ପରୀକ୍ଷା କିପରି କରିବେ ବେ ତାହାକୁ ନେଇ ଡାକ୍ତର ପଡୁଛନ୍ତି । ବର୍ହି ବିଭାଗରେ ଚିକିତ୍ସା କରିବାକୁ ଆସୁଥିବା ରୋଗୀ ରକ୍ତ ନମୁନା ଦେଇ ୨୪ ଘଣ୍ଟା ଅପେକ୍ଷା କରୁଛନ୍ତି । କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ସିବିସି ରକ୍ତ ପରୀକ୍ଷା ହୋଇପାରୁନି। ଜିଲା ଚିକିତ୍ସାଳୟରେ ଦିନରାତି ଲାବୋରଟୋରୀରେ ସେବା ନିମନ୍ତେ ପରୀକ୍ଷାଗାରରେ ରାସାୟନ ପଦାର୍ଥ ଗଚ୍ଛିତ କରି ରଖାଯାଉଥିଲା। ଯୋଗାଇବାକୁ ଟେକ୍ନିସିଆନ ରହୁଛନ୍ତି। ମାତ୍ର କେମିକାଲ ନଥିବାରୁ ସମସ୍ତେ ହାତ ବାନ୍ଧି ବସି ରହୁଛନ୍ତି। ରକ୍ତ ନମୁନା ସଂଗ୍ରହ କରିବା ପରେ କୋରାପୁଟ ମେଡିକାଲ Iଲ କଲେଜକୁ ପଠାଯାଉଛି। ବିଗତ ବର୍ଷଗୁଡିକରେ ବର୍ଷ ରକ୍ତ ପରୀକ୍ଷା
କିନ୍ତୁ ମାସେ ମାସେ ହେ ହେଲା ରାସ ରାସାୟନିକ ଦ୍ରବ୍ୟ ସରି ଯାଇଥିଲେ ମଧ୍ଯ ଜିଲା ଚିକିତ୍ସାଳୟ ଅକାରୀମାନେ ଗୁରୁତ୍ଵ ଦେଇ ନାହାଁନ୍ତି । । ରତ୍ନ ରକ୍ତ ପରୀକ୍ଷା କରିବାକୁ ଜିଲା ଚିକିତ୍ସାଳୟକୁ ଯେଉଁ କମ୍ପାନୀ ମେସିନ ଯୋଗାଇ ଦେଇଛି ତାହା ଠାରୁ ରାସାୟନିକ ସାମଗ୍ରୀ କ୍ରୟ କରିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ବିଗତ ଦିନରେ ଏହି ଦ୍ରବ୍ୟ ଷ୍ଟକ ପାଇଁ ବିନା ଟେଣ୍ଡରରେ ଅନୁମତିପ୍ରାପ୍ତ କମ୍ପାନୀ ଠାରୁ କ୍ରୟ କରିବାକୁ ଜିଲା ଚିକିତ୍ସାଳୟ ତରଫରୁ ଧ୍ୟାନ ଦିଆଯାଉନଥିବା ଜଣେ କର୍ମଚାରୀ ନିଜ ଜ ନାମ ଗୋପନ ରଖ୍ କହିଛନ୍ତି। ଚଳିତ ବର୍ଷ ପାଇଁ ଜିଲାରେ ରହିଥିବା ସବୁ ଡାକ୍ତରଖାନାରେ ରକ୍ତ ପରୀକ୍ଷା ନିମନ୍ତେ ଆବଶ୍ୟକ ରାସାୟନିକ ସାମଗ୍ରୀ କ୍ରୟ କରିବା ପାଇଁ ଗତବର୍ଷ ନଭେମ୍ବର ୧୯ରେ ଟେଣ୍ଡର ଆହ୍ୱାନ କରାଯାଇଥିଲା। କିନ୍ତୁ କେତେ ପରିମାଣର ରାସାୟନିକ ସାମଗ୍ରୀ କ୍ରୟ କରାଯିବା ତାହା ଟେଣ୍ଡରରେ ଉଲ୍ଲେଖ ନଥିଲା। ତୁରନ୍ତ ରାସାୟନିକ ସାମଗ୍ରୀ କିପରି କ୍ରୟ କରାଯିବ ଜିଲା ଚିକିତ୍ସାଳୟ ତରଫରୁ ସିଡିଏମଓଙ୍କୁ ଅବଗତ କରାଯାଇଥିଲ। କୋରାପୁଟ ସିଡିଏମଓଙ୍କ କାର୍ଯ୍ୟାଳୟ ତରଫରୁ ଜିଲା ଚିକିତ୍ସାଳୟକୁ ନିଜେ ଟେଣ୍ଡର ଆହ୍ବାନ କରି ସାମଗ୍ରୀ କ୍ରୟ କରିବାକୁ
ପରାମର୍ଶ ପରା ଦିଆଯାଇଥିଲା।
ଜିଲା ଚିକିତ୍ସାଳୟ ତରଫରୁ ତୁରନ୍ତ ରାସାୟନିକ ସାମଗ୍ରୀ କ୍ରୟ କରିବାକୁ କୋଟେ ଟସନ ଡକା ଯାଇଛି। ୩ଟି ସଂସ୍ଥା କୋଟେସନ ପ୍ରଦାନ ଦେଇଛନ୍ତି। କମ ଟଙ୍କାରେ ରାସାୟନିକ ସାମଗ୍ରୀ ପ୍ରଦାନ କରିଥିବା ସଂସ୍ଥାଠାରୁ ସାମଗ୍ରୀ କ୍ରୟ କରାଯିବ ବୋଲି ଜିଲା ଚିକିତ୍ସାଳୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାଗାର ଇନଚାର୍ଜ ଡାକ୍ତର ଅର୍ପିତା ମଶ୍ରଙ୍କୁ ପଚାରିବାରୁ ଗୋଟିଏ ଦିନ ବିଳମ୍ବରେ ରିପୋର୍ଟ ରୋଗୀଙ୍କୁ ଦିଆଯାଉଛି ବୋଲି କହିଛନ୍ତି। ଜିଲା ଚିକିତ୍ସାଳୟର ଅଧିକାରୀ ଅକ୍ଷୟ ରଥଙ୍କ ପ୍ରତିକ୍ରିୟା ମିଳିପାରିନି। ଏଭଳି ଅବହେଳା ପ୍ରତିବାଦରେ ମାନବାଧୂକାର କମିଶନରଙ୍କ ଦ୍ବାରସ୍ଥ ହେବା ନେଇ କିଛି ମାନବାଧୂକାରୀ କର୍ମୀ ଚେତାବନୀ ଦେଇଛନ୍ତି । ରକ୍ତ ପ ପରୀକ୍ଷା ପାଇଁ ରାସାୟନିକ ପଦାର୍ଥ ସରି ଯାଇଥିବା ବିଷୟରେ ଜୟପୁର ଜିଲା ଚିକିତ୍ସା ଅଧିକାରୀ କୌଣସି ସୂଚ ସୂଚନା ପ୍ରଦାନ କରି ନାହାନ୍ତି । ଯଦି ଏପରି କୌଣସି ତ୍ରୁଟି ଯୋଗୁଁ ରୋଗୀଙ୍କ ସମସ୍ୟା ସୃଷ୍ଟି ହେଉ ଥାଏ ତାହା ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ ରବି ମିଶ୍ର ପ୍ରକାଶ କରିଛନ୍ତି।



