୮ କୋଟି ଟଙ୍କା। ବ୍ୟୟରେ ନୂଆ ପୋଲ ନିର୍ମାଣ କାର୍ଯ୍ଯ କ।ରୀ
୮ କୋଟି ଟଙ୍କା ବ୍ୟୟରେ ନୂଆ ପୋଲ ନିର୍ମାଣ କାର୍ଯ୍ୟ ଜାରି

ଝରିଗାଁ ,୮/୨ ଝରିଗାଁ ମେଦେନା ମୁଖ୍ୟ ରାସ୍ତାର ଫୁପୁଗାଁ ଓ ପଲସ ଗାଁ ମଝିରେ ପ୍ରବାହିତ ହେଉଛି ଅମରଲି ନଦୀ। ନଦୀ ଉପରେ ରହିଛି ଦୀର୍ଘ ବର୍ଷ ର ପୋଲ । ପୋଲର ଉଭୟ ପାର୍ଶ୍ଵରେ ରହିଛି ଅତ୍ୟଧିକ ବୁଲାଣୀ ରାସ୍ତା। ପୋଲ ଅଣଓସାରିଆ ରହିଥିବା ବଳେ ଉଭୟ ପାର୍ଶ୍ଵରେ ଅତି ଅଳ୍ପ ଜାଗା ରହି ରହିଥିବାରୁ ଅଜଣା ଗାଡ଼ି ଚାଲକ ଦ୍ବାରା ଦୁର୍ଘଟଣା ଘଟିବାର ଅଧୁକ ସମ୍ଭାବନା ରହିଛି । ବିଗତ ପୋଲ ଘଟଣା ଦିନରେ ଏକାଧିକ ଗାଡ଼ି ତଳେ ଖସି ପଡ଼ି ବା ଦେଖୁବାକୁ ମିଳିଛି । ପୋଲର
ଉଭୟ ପାର୍ଶ୍ଵ ରେ ନିମ।ଣ କରାଯାଇଛି ବେରିକେଟ। ତଥାପି ଦୁର୍ଘଟଣା ଆଶଙ୍କା ରହି ଥିବାରୁ ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ର ଵନ କର୍ପୋରେସ ରସନ ଲିମିଟେଡ ପକ୍ଷରୁ ପ୍ରବାହିତ ନଦୀର ଏର ମୋଡ଼ ବଦଳାଇ ନୂତନ ଦିଗରେ ଗରେ ପୋଲ ନିର୍ମାଣ କାର୍ଯ୍ୟ ଜ ଜାରି ରହିଛି। ପ୍ରୋଜେ ଜେକ୍ଟ ମ୍ୟାନେଜର ତୋଫାନ କୁମା ନୁମାର ଭଳ ଙ୍କ ସୂଚନା ପ୍ରକାରେ ଠିକାଦାର ଦାର ଅରୁଣ ଅଗ୍ରୱାଲ ଙ୍କ ଅଧୀନରେ ଠିକାଦାର ଏହାକୁ ନିର୍ମାଣ କରୁଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୮ କୋଟି ଟଙ୍କା ବ୍ୟୟ ରହି ଥ୍ ବା ବରାଦ ସୂଚନା
ଦେଇଛନ୍ତି। ଫୁପୁଗାଁ ଦିଗରେ ସେତୁକୁ ଲାଗି ରହିଥିବା ମାତା ମନ୍ଦିର ଠାରୁ ପଲସ ଗାଁ ଦିଗର ସଳଖ ଖ ରାସ୍ତା ସଂଯୋଗ ହେବ 1ହା ଫଳରେ ର ବକ୍ର ପୋଲ ଓ ରାସ୍ତା ସଳ ଖ ହେବ। ନଦୀର ଭୌଗଳିକ ସ୍ଥିତି ଓ ପ୍ରବାହିତ ପାଣି ସ୍ରୋତ ଅତ୍ୟଧୂକ ବକ୍ର ରହି ଥିବାରୁ ନଦୀ କୂଳ ବର୍ଷା ଦିନେ ଖ୍ୟା ହୋଇ ବିପଦ ଘଟିବାର ସମ୍ଭାବନା ଅଧୂକ ରହିଛି। ତେଣୁ ମନ୍ଦିର କୁ ଲାଗି ନଦିତଳ ଖାଲି ଜାଗାରେ ମାଟି ଫିର୍ଲିଙ୍ଗ କରିବା ସହ ସେତୁ ପାଇଁ ପି ଲାର୍ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାର ଦିଗ ପରିବର୍ତ୍ତନ କରି ନୂତନ ସେତୁ ନିର୍ମାଣ ଛଅ ମାସ ମଧ୍ୟ ଧ୍ଯରେ ଏହା ଶେଷ କରି ବାକୁ ସମୟ ନିର୍ଦ୍ଧାରଣ ହୋ ହୋଇଥିବା ପ୍ରୋଜେକ୍ଟ ମ୍ୟାନେଜର ଭଳ ସୂଚନା ଦେଇଛନ୍ତି। ନୂତନ ସେତୁ ନିର୍ମାଣ ପରେ ଦୁର୍ଘଟଣା ଟଳିବା ସହ ଯାତ ତାୟାତ ସୁଗମ ହେବ ବୋଲି ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।



