ଲୋକଙ୍କ କ।ମରେ ଆସୁନି କୋଟି ଏ ଟଙ୍କାର ତିଆରୀ ସ୍ମାର୍ଟ ପାର୍କ
ଲୋକଙ୍କ କାମରେ ଆସୁନି କୋଟିଏ ଟଙ୍କାରେ ତିଆରି ସ୍ମାର୍ଟ ପାର୍କ
ପରିତ୍ୟକ୍ତ ଅବସ୍ଥାରେ ପଢ଼ିରହିଛି, ଜପୁଛି ଅସାମାଜିକଙ୍କ ଆଡ୍ଡା
ଭ୍ରମରକୋଟ, ୬/୨
ଲୋକଙ୍କ ମନୋରଞ୍ଜନ ତଥା ସହରର ବିକାଶ ପାଇଁ ନିର୍ମାଣ କରାଯାଉଥିବା ପ।କ ପାଇଁ କିନ୍ତୁ ବାସ୍ତବରେ ବର୍ତମାନ ଦୟନୀୟ ଅବସ୍ଥାରେ ପଡ଼ିରହିଛି। ଭଲ ପାଇଁ ଏବେ ଅସମାଜିକ ବ୍ୟକ୍ତିଙ୍କ ଅବସ୍ଥାନ ପାଇଟି ଯାଉଛି ପ୍ରଶାସନର ଅବହେଳା, ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ଦୁରଦୃଷ୍ଟିର ଅଭାବ ଯୋଗୁ ପାଇଟି ଗଲାଣି ଏବଂ ଅସାମାଜିକ ବ୍ୟକ୍ତିଙ୍କ ଆଡ।ସ୍ଥଳୀ ହୋଇ ରହିଛି ବୋଲି ଆଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏଥୁପ୍ରତି ଦୃଷ୍ଟିଦେଇ ଏହାର ତଦନ୍ତ କରିବା ସହ ନଷ୍ଟ ହୋଇ କକା ପାର୍କର ପୁନରୁଦ୍ଧାର କରିବାକୁ ଦାବି ହୋଇଛି।
ପୂର୍ବ ସରକାର ୨୦୨୨ରେ ଉନ୍ନତିକରଣ ଯୋଜନା ମାଧ୍ୟମରେ ସହରର ନିଜ
ତଥା ବିଭିନ୍ନ ବର୍ଗର ଲୋକ ଓ ପିଲାଙ୍କ ମନୋରଞ୍ଜନ ପାଇଁ ପ୍ରାୟ ଏକ କୋଟି ଟଙ୍କାରେ ଏକ ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିଲେ । ଏହି ସ୍ମାର୍ଟ ପାର୍କରେ ଶିଶୁ କ୍ରୀଡ଼ା ଉଦ୍ୟାନ ଏବଂ ବ୍ୟୟାମ ପାଇଁ ଅନେକ ସରଞ୍ଜାମ ଏବଂ ଆଲୋକୀକରଣ ମଧ୍ୟ କରାଯାଇଥିଲା । ଯାହାକି ଅତି ମନୋରମ ଲାଗୁଥିଲା। କାମ ସରିବା ପରେ ପୌର ସଂସ୍ଥା କୁ ହସ୍ତ।ନ୍ତ ମଧ୍ୟ କରିଦିଆଯ।ଇଥିଲ।
ପାର୍କରେ ଥିବା ଖେଳ ସାମଗ୍ରୀ ସବୁ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି।
ଅପରିସ୍କାର ହୋଇ ପଡି ରହିଛି ପାର୍କର ପାକର ଘରଟି ।
କିନ୍ତୁ କାମ କରିବାର ପ୍ରାୟ ଏକ ବର୍ଷରୁ ଭହି ସମୟ ପରେ ମଧ୍ୟ ତହାର ଉଦଘାଟନ ହୋଇ ନହିଁ। ବର୍ତ୍ତମାନ ପ।କ୍ର ମୁଖ୍ୟ ଗେଟରେ ତ।ଲା ଝୁଛି ରହୁଛି ଏବଂ ପଗଟରେ କଣ୍ଟା ପକ।ଇ ଦିଆଯାଇଛି। ଏବେ ପାର୍କର ଅନେକ ସଞ୍ଜାମ କଳଙ୍କି ଖାଇବାକୁ ଲାଗିଲାଣି। ଗଛ ପତ୍ର ସବୁ ନଷ୍ଟ ହୋଇଗଲାଣି। ପାର୍କର ରକ୍ଷଣାବେକ୍ଷଣ ପାଇଁ ଜଣଙ୍କୁ ମଧ୍ଯ ରଖିନ।ହ।ନ୍ତି ।
ସମସ୍ୟା ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଡିଆଙ୍କୁ ପଚାରିବାରୁ ପାର୍କର ରକ୍ଷଣାବେକ୍ଷଣ ପାଇଁ ଲୋକ ରହିଛନ୍ତି। ରକ୍ଷଣାବେକ୍ଷଣ କରାଯାଊଛି । ଏହାର କିଛି କାମ ବାକି ଉହିଛି ।
ଡିପିଆର ପ୍ରସ୍ତୁତ ସରିଛି। ଅତିଶୀଘ୍ର କାମ ସାରିବା ସହ କାମରେ ଆସିବା ବୋଲି କହିଛନ୍ତି।





