ଯନ୍ତ୍ରୀଙ୍କ. ଘରୁ ମିଳିଲ। ୫0କୋଟିରୁ ଅଧିକ ସମ୍ପତ୍ତି
ଯନ୍ତ୍ରୀ ଙ୍କ ଘରୁ ମିଳିଲା ୫୦ କୋଟିରୁ ଅଧୂକ ସମ୍ପତ୍ତା

ନଗଦ ୬୧ ଲକ୍ଷ ୮୭ ହଜାର ଟଙ୍କା ସାଙ୍ଗକୁ ଅଢ଼େଇ କେଜି ସୁନା, ୨୦ କେଜିରୁ ଅଧୂକ ରୁପା ଏବଂ ୧୮.୫୭ ଏକର ଜମି, ୨ଟି ଫ୍ଲାଟ୍, ୩ଟି ପ୍ଲଟ୍ ସାଙ୍ଗକୁ ଏକାଧୂକ ଗାଡ଼ି ରହିଛି ଯନ୍ତ୍ରୀଙ୍କ ପାଖରେ
ଭୁବନେଶ୍ବର:-RO:- ମାସେ ହେଲା ଅବସର ନେଇଥିଲେ ଯନ୍ତ୍ରୀ । ମିଳିଲା ୫୦ କୋଟିରୁ ଅଧିକ । ନଗଦ ୬୧ ଲକ୍ଷ ୮୭ହଜାର ଟଙ୍କା ସାଙ୍ଗକୁ ଅଢ଼େଇ କେଜି ସୁନା, ୨୦ କେଜିରୁ ଅଧୂକ ରୁପା ଏବଂ ୧୮.୫୭ ଏକର ଜମି, ୨ଟି ଫ୍ଲାଟ୍, ୩ଟି ପ୍ଲଟ୍ ସାଙ୍ଗକୁ ହେଉଛନ୍ତି ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ କଲ୍ଲେପଲ୍ଲୀ ଶ୍ରୀନିବାସ ରାଓ । ଗତମାସରେ ଶ୍ରୀନିବାସ ରାଓ ବିଶାଖାପାଟଣାରେ ପଞ୍ଚାୟତିରାଜ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଭାବେ ଅବସର ନେଇଥିଲେ ୧୯୯୦ରେ ସରକାରୀ ଚାକିରିରେ ଭର୍ତ୍ତି ହୋଇଥିଲେ ।୨୦୨୫ ଡିସେମ୍ବର ୩୧ ତାରିଖରେ ଚାକିରିରୁ ଅବସର ନେଇଥିଲେ ଶ୍ରୀନିବାସ ରାଓ । ଆଉ ଅବସରର ଠିକ୍ ମାସକ ପରେ ଯନ୍ତ୍ରୀଙ୍କ ଘରୁ ମିଳିଛି ୫୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏକକାଳୀନ ବିଶାଖାପାଟଣା ସହ ସାଲୁର ଓ ହାଇଦ୍ରାବାଦରେ ରେଡ୍ ହୋଇଛି । ଆନ୍ଧ୍ରପ୍ରଦେଶର ଦୁର୍ନୀତି ନିର୍ବାରଣ ବିଭାଗ ACB ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଶ୍ରୀନିବାସ ରାଓଙ୍କ ଠିକଣାରେ ଚଢ଼ାଉ କରିଥିଲା । ଶ୍ରୀନିବାସଙ୍କ ସମ୍ପର୍କୀୟ ଓ ଘନିଷ୍ଠଙ୍କ ଘରେ ଏକକାଳୀନ ରେଡ୍ କରିଥିଲା ABC । ଚଢ଼ାଉ ବେଳେ ABC ଅଧୂକାରୀ ବିପୁଳ ସୁନା, ରୁପା ସହ ନଗଦ ଟଙ୍କା ଓ ଜମି କାଗଜପତ୍ର ପାଇଥିଲେ ।
ଏକାଧକ ଗାର୍ତ୍ତି ରହିଛି ଯନ୍ତ୍ରୀଙ୍କ ଘରୁ ମିଳିଲା ଅଢ଼େଇ କେଜି ସୁନା ୨୦ କେଜି ରୁପା



