ଲକ୍ଷେ ୩୨ ହଜ।ର ଗ।ଡି ପ।ଇ ୩ଟି pollution van
ଲକ୍ଷେ ୩୨ହଜାର ଗାଡ଼ି ପାଇଁ ୩ଟି
ପଲ୍ୟୁସନ୍ ଭ୍ୟାନ୍
ନବରଙ୍ଗପୁର,୨/୨: ରାଜ୍ୟ ସରକାର ଏବେ ଗାଡ଼ିର ପିୟୁସି ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ କରିଛନ୍ତି। ତେବେ ଏହି ନିୟମକୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି। ଏପଟେ ନବରଙ୍ଗପୁର ଜିଲ୍ଲାରେ ରହିଥିବା ଗାଡ଼ି ଗୁଡ଼ିକ ତୁଳନାରେ ଆବଶ୍ୟକ
ପଞ୍ଜିକୃତ ହୋଇଛି। ଏହାବାବଦେ ଜିଲ୍ଲାରେ ପଡ଼ୋଶୀ ଜିଲ୍ଲା କୋରାପୁଟ, କଳାହାଣ୍ଡି ସହ ଅନ୍ୟ ରାଜ୍ୟର ପଞ୍ଜିକୃତ ଗାଡ଼ି ରହିଛି। ଏତେ ସଂଖ୍ୟକ ଗାଡ଼ିର ପିୟୁସି ପ୍ରମାଣପତ୍ର ପାଇଁ ନବରଙ୍ଗପୁର ଜିଲ୍ଲାରେ ୩ଟି ଭ୍ୟାନ୍ କାର୍ଯ୍ୟକ୍ଷମ ରହିଛି। ଅପରପକ୍ଷରେ ପ୍ରଦୂଷଣ ପ୍ରମାଣପତ୍ର ଥିଲେ ପୂର୍ବ ଜରିମାନା ଛାଡ଼ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଆବଶ୍ୟକ ପଲ୍ୟୁସନ୍ ଭ୍ୟାନ୍ ନଥିବାରୁ ସେଥିରୁ ଗାଡ଼ି ଚାଳକମାନେ ବଞ୍ଚିତ ହେବେ ତେବେ ତିନୋଟି ପଲ୍ୟୁସନ୍ ଭ୍ୟାନ୍ ଜରିଆରେ ଆସନ୍ତା ଏପ୍ରିଲ୍ ସୁଧା ଏତେ ସଂଖ୍ୟକ ଗାଡ଼ିର ପିୟୁସି ସାର୍ଟିଫିକେଟ୍ କରିବା ସମ୍ଭବ ପର ନୁହେଁ| ସାର୍ଟିଫିକେଟ୍ ପାଇବା ପରେ ଆରଟିଓ କାର୍ଯ୍ୟାଳୟକୁ ଆସି ସବୁଜ ଷ୍ଟିକର ନେବା ବେଳକୁ ଯାଞ୍ଚ ସମୟ ଗଢ଼ିଯିବ ବୋଲି ଆଲୋଚନା ହେଉଛି ପାପଡ଼ାହାଣ୍ଡି, ଡାବୁଗାଁ ଓ ଉମରକୋଟର ପିୟୁସି ଭ୍ୟାନରେ ହିଁ କାମ ଚାଲିଛି ରାଇଘର ପିୟୁସି କେନ୍ଦ୍ର ଚାଲିଥିବା ବିଭାଗ ପକ୍ଷରୁ କୁହାଯାଉଥିଲେ ହେଁ ସେଠାରେ ତାଲା ଝୁଲୁଛି। ତେବେ ଯେଉଁମାନେ ସରକାରୀ ସୁବିଧାର ଲାଭ ଉଠାଇବାକୁ ଚାହିଁବେ ସେମାନେ ଅନ୍ୟ ଜିଲ୍ଲାର ପିୟୁସି କେନ୍ଦ୍ର କିମ୍ବା ଭ୍ୟାନରୁ ପ୍ରମାଣପତ୍ର ଆଣିପାରିବେ ବୋଲି କହିଛନ୍ତି ଆରଟିଓ ଜିତେନ୍ଦ୍ର ଭୋଇ।
ପଲ୍ୟୁସନ୍ ଭ୍ୟାନ୍ ନାହିଁ । ଯାହାଫଳରେ ପିୟୁସି ପ୍ରମାଣପତ୍ର ପାଇଁ ଗାଡ଼ି ମାଲିକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି
ନବରଙ୍ଗପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ୧ଲକ୍ଷ ୩୨ହଜାର ୫୪୯ଟି ଗାଡ଼ି ଅଛି ।



