District

ବ୍ରହ୍ମପୁର ହଳଦିଆପଦର ରେ ଭୟଙ୍କର ସଡକ ଦୁର୍ଘଟଣା

ବ୍ରହ୍ମପୁର ହଳ ହଳଦିଆପଦରରେ ଦରରେ ଭୟଙ୍କର ଦୁର୍ଘଟଣା

ମାଡ଼ିଗଲା ଟ୍ରକ, ପାଞ୍ଚ ମୃତ

ମୁଖ୍ୟମନ୍ତ୍ରୀଙ୍କ ଚାରି ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଦୁଃଖପ୍ରକାଶ କଲେ ମୋହନ ଓ ନବୀନ

ବ୍ରହ୍ମପୁର, ୩୧/୧: ବ୍ରହ୍ମପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା । ସହରର ହଳଦିଆପଦର ଓଭରନ୍ତ୍ରିକ ଉପରେ ଘଟିଛି ବଡ଼ ଦୁର୍ଘଟଣା । ଓଭରବ୍ରିଜ ଉପରେ ତିନିଟି ମୋଟର ସାଇକେଲ ଉପରେ ଚଢ଼ିଗଲା ବ୍ଳକ । ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, କିଛି ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସପିଟାଇଲେ ଭଳି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତ ଆରମ କରିଛି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି ।

ପ୍ରାଥମିକ ସୂଚନା ଅନୁସାରେ, ଆଜି (ଶନିବାର) ମଧ୍ୟାନ୍ନ ସମୟରେ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ହଳଦିଆ ପଦର ଓଭରବ୍ରିଜ ଉପରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଟ୍ରକ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସି ତିନୋଟି ବାଇକ୍ ଉପରେ ବଢ଼ି ଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ପୂଜା ଯେ, ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ରାସ୍ତାରେ ବିଛାଡ଼ି ହୋଇ ପଡିଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚୁ ଉଦ୍ଧାର କାର୍ଯ୍ୟ କରିଛି । ଦୁର୍ଘଟଣାରେ କିଛି ଲୋକ ଆଜିତ ହୋଇ ଥିବାବେଳେ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ କଲେଜରେ ଭର୍ତି କରାଯାଇଛି । ସେପଟେ ଟ୍ରକ ଡ୍ରାଇଭରକୁ ପୋଲିସ ଅଟକ ରଖୁଛି । ମୂତ‌କମାନେ

ହେଉଛନ୍ତି, କନିତି ବ୍ଲଡ ଫୁଲଟା ଗ୍ରାମର ଜଗନ ନାହାଜ (୨୦) ଓ ରାଜେଶ ନାହାଳ (୨୦), ବ୍ରହ୍ମ ପୁର ଅଯୋଧନ ଗର ସୂର୍ଯ୍ୟନାରାୟଣ ପଣ୍ଡା (୨୫), ପାତ୍ରପୁର ବ୍ଲକର ଶିବରାମ ପଣ୍ଡା ଓ ଗଞ୍ଜାମ ସାମସିଙ୍ଗିର ସତ୍ୟ ବେଢ । ଗଞ୍ଜାମ ଜିଲ୍ଲା ପରିବହନ ଅଧୁକାରୀ ଦେବାଶିଷ ସ୍ମାଇଁ କହିଛନ୍ତି, ଘଟଣାର ଦଦନ୍ତ ଚାଲିଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ସେ, ବ୍ଳକ ଚାଳକଙ୍କ ବେପରୁଆ ଗାଡ଼ି ନାଳନା ପାଇଁ ଏଭଳି ଘଟଣା ଘଟିଛି । ୩ଟି ବାଇକ ଉପରେ ଟ୍ରକ ବଢ଼ିଯାଇଥିଲା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଅଛନ୍ତି ।ସେପଟେ ଦୁର୍ଘଟଣାକୁ ନେଇ

ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ହରଣ ମାଝୀ । ମୁଖ୍ୟମନ୍ତ୍ରୀ ରେ ଲେଖୁଛନ୍ତି, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ହଳଦିଆପଦରଠାରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଏକାଧିକ ଲୋକଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଛି । ଏଥିସହ ପ୍ରତି ମୃତକଙ୍କ ପରିବାରର ନିଜଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୪ ରକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ଏହି ଦୁର୍ଘଟଣାରେ ସମସ୍ତ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ

କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ଘଟଣାକୁ ନେଇ ବିଜେଡି ଗୁର୍ତ୍ତି ମୋ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିଛନ୍ତି । ସେ ରେ ଲେଖୁଛନ୍ତି, ବ୍ରହ୍ମପୁର ହଳଦିଆପଦର ନିକଟରେ ଘଟିଥିବା ମର୍ମରୁଦ ସଡ଼ଜ ଦୁର୍ଘଟଣାରେ ଏକାଧ୍ୟ ବ୍ୟକ୍ତିଙ୍କ ପ୍ରାଣହାନୀ ହେବା ସହ ଅନେକ ଆହତ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖୁଡା ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି! ଏସହ ଆହତ ବ୍ୟକ୍ତି ମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button