District

ଫରେଷ୍ଟର ଙ୍କ ଘରେ କେଜିଏ ସୁନ। ,ବିଡ।ବିଡ। ଟଙ୍କା ହ।ତରେ

ଫରେଷ୍ଟରଙ୍କ ଘରେ କେଜିଏ ସୁନା, ବିଡ଼ାବିଡ଼ା ଟଙ୍କା ଭିଜିଲାନ୍ସ ହାତରେ।

(ଓଡିଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟ ଦିଲ୍ଲୀପ ଖରା (ସେମିଳିଗୁଡା )ସମି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋରାପୁଟ ଫରେଷ୍ଟ ଡିଭିଜନ୍‌ର ଫରେଷ୍ଟର୍ ନିରଞ୍ଜନ ଶତପଥୀଙ୍କ ସେମିଳିଗୁଡ଼ାସ୍ଥିତ ସରକାରୀ ବାସଭବନ ସହ ଭୁବନେଶ୍ବରର ୬ଟି ଓ ଜଗତସିଂହପୁରସ୍ଥିତ ପୈତୃକ ଘରେ ଶୁକ୍ରବାର ଚଢ଼ଉ କରିଛି ଭିଜିଲାନ୍ସ | ଚଢ଼ଉ ସମୟରେ ତାଙ୍କ ଘରୁ ବିପୁଳ ପରିମାଣର ନଗଦ ବିଦେଶୀ ମୁଦ୍ରା, ଘର ଓ ୭ହୋଇଛି। ପ୍ଲଟର କାଗଜପତ୍ର ଜବତ ରାଜଧାନୀରେ ୨, ଜଗତସି ତସିଂହପୁରରେ ଟଙ୍କା, ସୁନା, ୪ ପ୍ଲଟ୍
୬୨୫ ଟଙ୍କାରୁ ଚାକିରି ଆରମ୍ଭ; ଏବେ କୋଟିପତି ଭିଜିଲାନ୍ସ ସୂଚନା ମୁତାବକ, ନିରଞ୍ଜନଙ୍କ ଝାରପଡ଼ାରେ ଦୁଇଟି କୋଠା ରହିଛି। ପ୍ରତ୍ୟେକ କୋଠା ४०४० ବର୍ଗଫୁଟ୍ ও ୩ ମହଲା ବିଶିଷ୍ଟ | ସେହିପରି ମେମିଳିଗୁଡ଼ାରେ ଗୋଟିଏ କେ କୋଠା ରହିଛି।ଏହାସହ ଭୁବନେଶ୍ବରରେ ରେ ୨ଟି, ଜଗତସିଂହପୁରରେ ୪ଟି ଓ ସେମିଳିଗୁଡ଼ ଗୁଡ଼ାରେ ଗୋଟିଏ ପ୍ଲଟ୍ ଟିଏ ପ୍ଲଟ୍ ରହିଛି | ତାଙ୍କ ଘରୁ ୧ ୧ କେଜିରୁ ଊର୍ଦ୍ଧ୍ବ ସୁନା ଓ ୨୫୦ ଗ୍ରାମ୍ ରୁପା ଅଳଙ୍କାର ମଧ୍ୟ ଜବତ ହୋଇଥିବା ହୋଇଥିବା ଭିଜିଲାନ୍ସ ଭିଜି କ‌ହିଛି। ସୂଚନାନୁସାରେ, ନିରଞ୍ଜନଙ୍କର ଘରର ବିଭିନ୍ନ ସ୍ଥାନରୁ ବିଡ଼ ବିଡ଼ାବିଡ଼ା ଟଙ୍କା ଭିଜିଲାନ୍ସ ପାଇଛି I ନଗଦ ଟଙ୍କାର ପରିମାଣ ପ୍ରାୟ ୧୦ଲକ୍ଷ ହେବ ବୋଲି କୁହାଯାଇଛି I ଏହାସହ ୩ଟି ଆମେରିକୀୟ ଡଲାର, ୬ଟି ଭିଏତ୍ନାମିଜ୍ ନରେନ୍ସି, ୬ଟି ହଂଙ୍କ ଡଲାର, ୨ଟି ଇଣ୍ଡୋନେସିଆନ୍, ୮ଟି ଥାଇଲାଣ୍ଡ ଭାଟ୍, ୪ଟି ମକାଉ ଉ ପଟାକା, ପଟ ୪ଟି * ମାଲେସିଆନ୍ ରିଙ୍ଗିଟ୍ ଜବତ ମଧ୍ୟ ଜବତ ହୋଇଛି । ବିଭିନ୍ନ ବ୍ୟାଙ୍କରେ ସେ ୬: ୬୬.୪୨ଲକ୍ଷ ଜମା ରଖୁଛନ୍ତି ଏବଂ ବିଟ୍-କଏ ନିବେଶ କରିଛନ୍ତି । ତାଙ୍କର ଗୋଟିଏ କଏନ୍‌ରେ ଟାଟା ହାରିୟର୍ ଏ ଏବଂ ୩ଟି ଦୁଇ ଚକିଆ ଯାନ ଅଛି। | ଘରେ ଲାଗି ଲାଗିଥିବା ଦାମୀ କବାଟ ଝରକା, ଖଟ, ଲାଇଟ୍ ଝୁମର, କଣ୍ଢେଇର ମୂଲ୍ୟ ୩୦.୭୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ଇଛି | ୩୭ ବର୍ଷ ସେ ୬୨୫ ଟଙ୍କାରେ ଫରେଷ୍ଟଗାର୍ଡ ଚାକିରି ଆରମ୍ଭ କରିଥିଲେ I ପରେ ପଦୋନ୍ନତି ପାଇ ଫରେଷ୍ଟର୍‌ ହୋଇଥିଲେ | ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ଓ ପଚରାଉଚରା ଚଳାଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button